Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ଇଣ୍ଡୋନେସିଆ ବନ୍ୟାରେ ମୃତ୍ୟୁସଂଖ୍ୟା ୧୦୦ ଟପିଲା , ନିଖୋଜଙ୍କୁ କରାଯାଇପାରିନି ଠାବ

20/03/2019 at 6:47 PM

ଇଣ୍ଡୋନେସିଆ ୨୦/୩- ଇଣ୍ଡୋନେସିଆରେ ବନ୍ୟା ପରିସ୍ଥିତି ଗମ୍ଭୀର । ଅନେକ ଧନଜୀବନ ନଷ୍ଟ ହେବା ସହିତ ଯୋଗାଯୋଗ ବିଚ୍ଚିନ୍ନ ହୋଇପଡ଼ିଛି ।

ଇଣ୍ଡୋନେସିଆr ପପୁଆରେ ଏହି ପ୍ରଳୟଙ୍କରୀ ବନ୍ୟା ଅନେକ ସ୍କୁଲ, କଲେଜ, ରାସ୍ତାଘାଟ, ଡ଼ାକ୍ତରଖାନା ସହ ଧନଜୀବନ ମଧ୍ୟ ନଷ୍ଟ କରିଛି । ସରକାରୀ ରିପୋର୍ଟ ଅନୁସାରେ ୧୦୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକଲୋକ ନିଖୋଜ ଥିବା କଥା ଜଣାଯାଇଛି ।

ଏହି ବନ୍ୟାରେ ୧୦୦୦୦ରୁ ଅଧିକ ଲୋକ ଜଳବନ୍ଦୀ ଭିତରେ ଥିବାବେଳେ ଅନେକଙ୍କୁ ସୁରକ୍ଷିତ ସ୍ଥାନକୁ କରାଯାଇଛି ସ୍ଥାନାନ୍ତରିତ ।

ଶନିବାର ଦିନ ପ୍ରବଳ ବର୍ଷାପାଇଁ ଏହି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାଯାଇଛି ।

   Related Posts