Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଭାରତ-ପାକ ସୀମାରେ ଉଡୁଥିଲା ଶତ୍ରୁ ରାଷ୍ଟ୍ରର ଡ୍ରୋନ୍: ବିଏସଏଫର ଫାୟାରିଂ ପରେ ଛାନିଆ ହୋଇ ଫେରିଗଲା ସ୍ୱଦେଶ

18/06/2021 at 1:48 PM

ଗୁରୁଦାସପୁର ୧୮/୬ : ଯେତେ ଯାହା କଲେ ବି ବୋଲମାୁନନି ପାକିସ୍ତାନ । କେତେବେଳେ ସିଜ ଫାୟାର ତ କେତେବେଳେ ଆତଙ୍କି ହମଲା । ଏମିତି କରି ବାରମ୍ୱାର ଭାରତକୁ ଅନେକ ହଇରାଣ କରିବାରେ ଲାଗିଛି । ହେଲେ ଭାରତୀୟ ଯବାନ ବି ପାକର ଗୋଟିଏ ପରେ ଗୋଟିଏ ଚାଲ କୁ ନାକାମ କରିବାରେ ଲାଗିଛନ୍ତି । ଏବେ ପୁଣି ସେମିତି କିଛି ଘଟିଥିବା ନଜର ଆସିଛି ।

ଭାରତ-ପାକ୍ ସୀମାରେ ଉଡୁଥିବା ଡ୍ରୋନକୁ ଫୁଣି ନିଜ ମାଟିକୁ ପଠାଇଛନ୍ତି ବିଏସଏଫ ଯବାନ । ଯବାନଙ୍କ ଗୋଟିଏ ଫାୟାରିଂରେ ଛାନିଆ ହୋଇ ଡ୍ରନଟି ପୁଣିଥରେ ସ୍ୱଦେଶ ଫେରିଯାଇଛି । ସୀମା ସୁରକ୍ଷା ବଳର ସୂଚନା ଅନୁସାରେ ଆଜି ଭୋର ପ୍ରାୟ ୪.୩୦ରେ ଗୋଟିଏ ଡ୍ରୋନ୍ ଉଡୁଥିବାର ଦେଖିବାକୁ ମିଳିଥିଲା । ଏହା ଦେଖିବା ମାତ୍ରେ ହିଁ ଯାବାନ ମାନେ ଡ୍ରୋନ ଉପରକୁ ଗୁଳିଚାଳନା ଆରମ୍ଭ କରିଦେଇଥିଲେ ।

ଫଳରେ ଡ୍ରୋନଟି ପୁଣିଥରେ ନିଜ ଗନ୍ତବ୍ୟସ୍ଥଳକୁ ଫେରିଆସିଥିଲା । ମାସକ ପୂର୍ବେ ଡ୍ରୋନ ସାହାଯ୍ୟରେ ହତିୟାର ପକାଇବା ଭଳି ଘଟଣା ସୂଚନା ଆସିବା ପରେ ଏଠାରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିଲା ।

   Related Posts