Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ଭାରତ-ଚୀନ ମଧ୍ୟରେ ସାମରିକ ଆଲୋଚନା, ଲଦାଖରୁ ସେନା ପ୍ରତ୍ୟାହାର ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ବୈଠକ

10/10/2021 at 9:09 AM

ନୂଆଦିଲ୍ଲୀ ୧୦/୧୦: ଆଜି ଭାରତ- ଚୀନ୍ ସାମରିକ ଅଧିକାରୀ ସ୍ତରୀୟ ଆଲୋଚନା । ଲଦାଖରୁ ସେନା ପ୍ରତ୍ୟାହାର ପ୍ରସଙ୍ଗ ଉପରେ ଭାରତ ଓ ଚୀନ୍ ମଧ୍ୟରେ ତ୍ରୟୋଦଶ ପର୍ଯ୍ୟାୟ ସାମରିକ ଅଧିକାରୀସ୍ତରୀୟ ଆଲୋଚନା ଆଜି ହେବ।

ବାସ୍ତବ ନିୟନ୍ତ୍ରଣ ରେଖାର ଚୀନ୍ ପାଖ ଚୁସିଲ-ମୋଲ୍ ଡୋଠାରେ ଏହି ବୈଠକ ଅନୁଷ୍ଠିତ ହେବ। ବୈଠକରେ ଦୀର୍ଘ ୧୭ ମାସ ଧରି ପୂର୍ବ ଲଦାଖରେ ରହିଆସିଥିବା ସେନା ପ୍ରତ୍ୟାହାର ସମ୍ପର୍କରେ ଆଲୋଚନା ହେବ। ଭାରତ ପକ୍ଷରୁ ଲେଫ୍ଟନାଣ୍ଟ ଜେନେରାଲ ପିଜିକେ ମେନନ୍ ପ୍ରତିନିଧି ଦଳର ନେତୃତ୍ବ ନେବାକୁ ଥିବାବେଳେ ଚୀନ୍ ପକ୍ଷରୁ ମେଜର ଜେନେରାଲ ଲିଉ ଲିନ୍ ଙ୍କ ଦଳ ଆଲୋଚନା କରିବେ।

ସୀମାନ୍ତରେ ଚୀନ୍ ବିପୁଳ ସେନା ମୁତୟନ ସହ ସାମରିକ ଭିତ୍ତିଭୂମି ନିର୍ମାଣ କରିଛି। ଆଲୋଚନା ବେଳେ ଏହି ପ୍ରସଙ୍ଗ ଉଠିବା ସମ୍ଭାବନା ରହିଥିବା ଭାରତର ସେନାଧ୍ୟକ୍ଷ ଜେନେରାଲ ଏମ.ଏମ୍ ନରବଣେ କହିଛନ୍ତି। ଜେନେରାଲ ନରବଣେ ଲଦାଖ ଗସ୍ତ ସମୟରେ ଚୀନ୍ ଅଧିକ ସେନା ମୁତୟନ ସହ ଭିତ୍ତିଭୂମି ନିର୍ମାଣ କରିବା ନେଇ ଚିନ୍ତା ବ୍ୟକ୍ତ କରିଥିଲେ।

   Related Posts