Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାରତର ୩ଟି ସବୁଠୁ ବଡ଼ ଜିଲ୍ଲା ବିଷୟରେ ଜାଣନ୍ତୁ

1/08/2019 at 2:50 PM

ନୂଆଦିଲ୍ଲୀ ୧/୮: ଭାରତକୁ ଜନସଂଖ୍ୟା ଦୃଷ୍ଟିରୁ ବିଶ୍ବର ଦ୍ବିତୀୟ ବୃହତ୍ ଦେଶ ଭାବେ ଜଣାଯାଏ। କ୍ଷେତ୍ରଫଳ ହିସାବରେ ଭାରତ ବିଶ୍ବର ଏକ ବଡ଼ ଦେଶ।ଭାରତରେ ଏପରି ଅନେକ ରାଜ୍ୟ ରହିଛି ଯାହାର କ୍ଷେତ୍ରଫଳ ବିଶ୍ବର କେତେକ ଦେଶ ତୁଳନାରେ ମଧ୍ୟ ବଡ଼ ହୋଇଥାଏ। ଆଜି ଆମେ ଜାଣିବା ଭାରତର ୩ଟି ସବୁଠୁ ବଡ଼ ଜିଲ୍ଲା ବିଷୟରେ

୩.ଜୈସାଲମେର : କ୍ଷେତ୍ରଫଳ ହିସାବରେ ଜୈସାଲମେର ଭାରତର ତୃତୀୟ ସବୁଠୁ ବଡ଼ ଜିଲ୍ଲା ଭାବେ ଜଣାଯାଇଥାଏ। ଜୈସାଲମେର ରାଜସ୍ଥାନର ଏକ ବହୁତ ବଡ଼ ଜିଲ୍ଲା। ଜୈସାଲମେର ଆର୍ଥିକ ଦୃଷ୍ଟିକୋଣରୁ ଏକ ଉନ୍ନତ ଜିଲ୍ଲା।

୨.ଲେହ : କ୍ଷେତ୍ରଫଳ ଦୃଷ୍ଟିରୁ ଲେହ ଭାରତର ଦ୍ବିତୀୟ ସବୁଠୁ ବଡ଼ ଜିଲ୍ଲା ଭାବେ ଜଣାଯାଇଥାଏ। ଲେହ ଜାମ୍ମୁ କାଶ୍ମୀରରେ ଅବସ୍ଥିତ। ଏହା ମଧ୍ୟ ଏକ ସମୃଦ୍ଧ ଜିଲ୍ଲା।

୧.କଚ୍ଛ : କଚ୍ଛ ଜିଲ୍ଲା ଭାରତର ସବୁଠୁ ବଡ଼ ଜିଲ୍ଲା ଭାବେ ଜଣାଯାଏ। କଚ୍ଛ ଗୁଜୁରାଟର ଏକ ବହୁତ ବଡ଼ ଜିଲ୍ଲା। ଏହା ଏକ ସମୃଦ୍ଧ ଏବଂ ବିକଶିତ ଜିଲ୍ଲା ଭାବେ ଜଣାଯାଇଥାଏ।

   Related Posts