ସ୍ପେନ ଗସ୍ତ ପାଇଁ ୨୦ ଜଣିଆ ଭାରତୀୟ ମହିଳା ହକି ଦଳରେ ୫ ଜଣ ଓଡିଆ ଖେଳାଳି
1/06/2018 at 11:36 AM

ସ୍ପେନ ଗସ୍ତ ପାଇଁ ୨୦ ଜଣିଆ ଭାରତୀୟ ମହିଳା ହକି ଦଳ ଘୋଷଣା କରାଯାଇଛି।ଭାରତୀୟ ମହିଳା ଦଳରେ ଅଛନ୍ତି ୫ ଜଣ ଓଡିଆ ଖେଳାଳି। ସେମାନେ ହେଉଛନ୍ତି ଦୀପ ଗ୍ରେସ ଏକ୍କା,ଲିଲିମା ମିଞ୍ଜ,ସୁନୀତା ଲାକ୍ରା,ଅନୁପା ବାର୍ଲା,ନମିତା ଟପ୍ପୋ। ସ୍ପେନ ବିପକ୍ଷରେ ଭାରତୀୟ ଦଳ ୫ଟି ମ୍ୟାଚ ଖେଳିବ। ଜୁନ ୧୨ରେ ଆରମ୍ଭ ହେବ ସିରିଜ। ଜୁଲାଇରେ ଲଣ୍ଡନରେ ମହିଳା ବିଶ୍ବକପ ପୂର୍ବରୁ ଭାରତୀୟ ଦଳର ପ୍ରସ୍ତୁତି ପାଇଁ ଏହି ସିରିଜର ଆୟୋଜନ କରାଯାଇଛି। ରାଣୀ ରାମପାଲ ଭାରତୀୟ ଦଳର ଅଧିନାୟିକା ରହିଛନ୍ତି।
Related Posts
ଭାରତୀୟ ଦଳକୁ ହେଡେନଙ୍କ ପ୍ରଶଂସା, କହିଲେ- ସବୁ ପରିସ୍ଥିତିରେ…
26 February 2021