Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ଭାରତୀୟ ଟ୍ରାନ୍ସଜେଣ୍ଡର ରଚିଲେ ଇତିହାସ, ହାତେଇଲେ ‘ମିସ୍ ଟ୍ରାନ୍ସ ଗ୍ଲୋବାଲ ୟୁନିଭର୍ସ’ ଟାଇଟଲ୍

8/12/2021 at 8:12 AM

ନୂଆଦିଲ୍ଲୀ ୦୮/୧୨: କେରଳର ଶ୍ରୁତି ସୀତାରା ‘ମିସ୍ ଟ୍ରାନ୍ସ ଗ୍ଲୋବାଲ ୟୁନିଭର୍ସ’ ଟାଇଟଲ ଜିତି ଇତିହାସ ସୃଷ୍ଟି କରିଛନ୍ତି। ସେ ପ୍ରଥମ ଭାରତୀୟ ଟ୍ରାନ୍ସଜେଣ୍ଡର ଯାହାଙ୍କୁ ଏହି ଟାଇଟଲରେ ସମ୍ମାନିତ କରାଯାଇଛି। ଶ୍ରୁତି ସୀତାରା ନିଜେ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ଏହି ଖୁସି ଖବର ସେୟାର କରିଛନ୍ତି।

PunjabKesari

ଶ୍ରୁତି ଲେଖିଛନ୍ତି – ‘ମୁଁ ବହୁତ ଖୁସି, ଏବଂ ଉତ୍ସାହିତ। କେବେ ଆଶା କରି ନ ଥିଲି ମୁଁ ଏହି ଟାଇଟଲ୍ ଜିତିବି। ଏହି ପ୍ରତିଯୋଗିତା ପାଇଁ ମୁଁ ମାସ ମାସ ଧରି ପ୍ରସ୍ତୁତ ହେଉଥିଲି ଏବଂ ବର୍ତ୍ତମାନ ଏହା ଏତେ ହାଇ ନୋଟରେ ସମାପ୍ତ ହୋଇଛି ଯେ ମୋର ଖୁସି ପ୍ରକାଶ କରିବାକୁ କୌଣସି ଶବ୍ଦ ନାହିଁ । ଏହି ଇଭେଣ୍ଟ ଲଣ୍ଡନରେ ଅରଗାନାଇଜ୍ କରାଯାଇଥିଲା।’

PunjabKesari

ଶ୍ରୁତି ଗତ ୬ ମାସ ଧରି ମିସ୍ ଟ୍ରାନ୍ସ ଗ୍ଲୋବାଲ୍ ୟୁନିଭର୍ସ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରୁଥିଲେ। କିନ୍ତୁ କରୋନା କାରଣରୁ ଏହାର ଫଳାଫଳ ଘୋଷଣା କରାଯାଇ ନଥିଲା। ଶ୍ରୁତି ଆଶା କରୁଥିଲେ ଯେ ସେ ଶ୍ରେଷ୍ଠ ପାଞ୍ଚଜଣ ପ୍ରାର୍ଥୀଙ୍କ ମଧ୍ୟରେ ରହିବେ କିନ୍ତୁ ଟାଇଟଲ୍ ତାଙ୍କ ନାମରେ ହେବ ବୋଲି ସେ କେବେ ବି ଭାବି ନଥିଲେ।

   Related Posts