ଭାରତୀୟ ରେଳବାଇ ପକ୍ଷରୁ ରବିବାର ୩୧୧ ଟ୍ରେନ୍ ବାତିଲ୍, ଲିଷ୍ଟରେ ରହିଛି ଏହିସବୁ ଟ୍ରେନ୍
15/03/2020 at 10:23 AM

ନୂଆଦିଲ୍ଲୀ ୧୫।୩: ଭାରତୀୟ ରେଳବାଇ ପକ୍ଷରୁ ପ୍ରତିଦିନ କୌଣସି କାରଣରୁ ଶହ ଶହ ଟ୍ରେନ୍ ବାତିଲ୍ କରାଯାଇଥାଏ । ଯେଉଁଥିରେ ଏକ୍ସପ୍ରେସ୍, ପାସେଞ୍ଜର ଏବଂ ସ୍ପେଶାଲ ଟ୍ରେନ୍ ସାମିଲ ରହିଥାଏ । ଫଳରେ ଟ୍ରେନ୍ ରେ ଯାତ୍ରା କରିବା ପୂର୍ବରୁ ବାତିଲ୍ କରାଯାଇଥିବା ଟ୍ରେନ୍ ଗୁଡିକର ଲିଷ୍ଟ ଦେଖିନେବା ଜରୁରୀ ।
ମାର୍ଚ୍ଚ ୧୫ତାରିଖରେ ଅଧିକାଂଶ ଟ୍ରେନ୍ ବାତିଲ୍ କରାଯାଇଛି । ଏଗୁଡିକ ମଧ୍ୟରେ ୩୧୧ ଟ୍ରେନ୍ କୁ ବାତିଲ୍ କରାଯାଇଛି । ଏଥିମଧ୍ୟରୁ ୨୧୫ ଟ୍ରେନ୍ କୁ ସଂପୂର୍ଣ୍ଣ ଭାବେ ବାତିଲ୍ କରାଯାଇଥିବା ବେଳେ ୯୬ ଟ୍ରେନ୍ କୁ ଆଂଶିକ ଭାବେ ବାତିଲ୍ କରାଯାଇଛି ।
ରେଳ ଯାତ୍ରା କରିବା ପୂର୍ବରୁ ଯାତ୍ରୀମାନେ ହେଲ୍ପଲାଇନ୍ ନଂ ୧୩୯ ମାଧ୍ୟମରେ ମଧ୍ୟ ଟ୍ରେନ୍ ସମ୍ବନ୍ଧୀୟ ସୂଚନା ପାଇପାରିବେ । ଏହା ବ୍ୟତୀତ ରେଳ ବିଭାଗର ଓ୍ବେବସାଇଟ୍ enquiry.indianrail.gov.in ମାଧ୍ୟମରେ ମଧ୍ୟ ଲିଷ୍ଟ ଦେଖିପାରିବେ । NTES ମୋବାଇଲ୍ ଆପ୍ ଜରିଆରେ ମଧ୍ୟ ସୂଚନା ପାଇପାରିବେ ।
କିଛି ପ୍ରମୁଖ ଟ୍ରେନ୍ ଗୁଡିକର ଲିଷ୍ଟ ଯାହା ସଂପୂର୍ଣ୍ଣ ଏବଂ ଆଂଶିକ ଭାବେ ବାତିଲ୍ କରାଯାଇଛି-









