କରୋନା ଆତଙ୍କ : ରେଳବାଇ କ୍ୟାନସଲ୍ କଲା ୨୩ଟି ଟ୍ରେନ
17/03/2020 at 5:05 PM

ନୂଆଦିଲ୍ଲୀ ୧୭/୦୩ : କରୋନାର ଭୟାବହତାକୁ ଦୃଷ୍ଟିରେ ରଖି କେନ୍ଦ୍ର ରେଳବାଇ ଏକ ବଡ ନିଷ୍ପତ୍ତି ନେଇଛନ୍ତି | ଭାଇରସରେ ଅଧିକ ଲୋକେ ସଂକ୍ରମଣ ନ ହେବା ନେଇ ରେଳବାଇ ଏହିଭଳି ପଦକ୍ଷେପ ନେଇଛି | ଆଜି କେନ୍ଦ୍ର ରେଳବାଇ ୨୩ଟି ଟ୍ରେନ ଚଳାଚଳ ବନ୍ଦ ଘୋଷଣା କରିଛି | ଏହିସବୁ ଟ୍ରେନ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବା | ବନ୍ଦ ହେବାକୁ ଥିବା ଟ୍ରେନଗୁଡିକ ହେଲା :
୧. ମୁମ୍ବାଇ ପୁନେ ଡେକାନ ଏକ୍ସପ୍ରେସ
୨. ପୁନେ ମୁମ୍ବାଇ ଡେକାନ ଏକ୍ସପ୍ରେସ
୩. ଏଲଟିଟି ଅଜନୀ ଏକ୍ସପ୍ରେସ
୪. ଅଜନୀ ଏଲଟିଟି ଏକ୍ସପ୍ରେସ
୫. ଏଲଟିଟି ନିଜାମୁଦ୍ଦିନ ଏକ୍ସପ୍ରେସ
୬. ନିଜାମୁଦ୍ଦିନ ଏଲଟିଟି ଏକ୍ସପ୍ରେସ
୭. ନାଗପୁର ରେୱା ଏକ୍ସପ୍ରେସ
୮. ମୁମ୍ବାଇ ନାଗପୁର ଏକ୍ସପ୍ରେସ
୯. ନାଗପୁର ମୁମ୍ବାଇ ଏକ୍ସପ୍ରେସ
୧୦. ପୁନେ ନାଗପୁର ଏକ୍ସପ୍ରେସ
୧୧. ନାଗପୁର ପୁନେ ଏକ୍ସପ୍ରେସ
୧୨. ପୁନେ ଅଜନୀ ଏକ୍ସପ୍ରେସ
୧୩. ଅଜନୀ ପୁନେ ଏକ୍ସପ୍ରେସ
୧୪. ଏଲଟିଟି ମନମାଦ ଏକ୍ସପ୍ରେସ
୧୫. ମୁମ୍ବାଇ ପୁନେ ପ୍ରଗତି ଏକ୍ସପ୍ରେସ
୧୬. ଭୂସବଲ ପ୍ରଗତି ଏକ୍ସପ୍ରେସ
୧୭. ନାଗପୁର ଭୂସବଲ ପ୍ରଗତି ଏକ୍ସପ୍ରେସ
୧୮. ପୁନେ ମୁମ୍ବାଇ ପ୍ରଗତି ଏକ୍ସପର୍ସ
୧୯. ସିକନ୍ଦରାବାଦ ଏକ୍ସପ୍ରେସ
୨୦. ହାୱଡା ମୁମ୍ବାଇ ଦୁରନ୍ତ ଏକ୍ସପ୍ରେସ
୨୧. ମୁମ୍ବାଇ ହାୱଡା ଦୁରନ୍ତ ଏକ୍ସପ୍ରେସ
୨୨. ସିଏସଏମଟି ନିଜାମୁଦ୍ଦିନ ରାଜଧାନୀ ଏକ୍ସପ୍ରେସ
୨୩. ନିଜାମୁଦ୍ଦିନ ସିଏସଏମଟି ରାଜଧାନୀ ଏକ୍ସପ୍ରେସ