Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

କରୋନା ଆତଙ୍କ : ରେଳବାଇ କ୍ୟାନସଲ୍ କଲା ୨୩ଟି ଟ୍ରେନ

17/03/2020 at 5:05 PM

ନୂଆଦିଲ୍ଲୀ ୧୭/୦୩ : କରୋନାର ଭୟାବହତାକୁ ଦୃଷ୍ଟିରେ ରଖି କେନ୍ଦ୍ର ରେଳବାଇ ଏକ ବଡ ନିଷ୍ପତ୍ତି ନେଇଛନ୍ତି | ଭାଇରସରେ ଅଧିକ ଲୋକେ ସଂକ୍ରମଣ ନ ହେବା ନେଇ ରେଳବାଇ ଏହିଭଳି ପଦକ୍ଷେପ ନେଇଛି | ଆଜି କେନ୍ଦ୍ର ରେଳବାଇ ୨୩ଟି ଟ୍ରେନ ଚଳାଚଳ ବନ୍ଦ ଘୋଷଣା କରିଛି | ଏହିସବୁ ଟ୍ରେନ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବା | ବନ୍ଦ ହେବାକୁ ଥିବା ଟ୍ରେନଗୁଡିକ ହେଲା :

୧. ମୁମ୍ବାଇ ପୁନେ ଡେକାନ ଏକ୍ସପ୍ରେସ

୨. ପୁନେ ମୁମ୍ବାଇ ଡେକାନ ଏକ୍ସପ୍ରେସ

୩. ଏଲଟିଟି ଅଜନୀ ଏକ୍ସପ୍ରେସ

୪. ଅଜନୀ ଏଲଟିଟି ଏକ୍ସପ୍ରେସ

୫. ଏଲଟିଟି ନିଜାମୁଦ୍ଦିନ ଏକ୍ସପ୍ରେସ

୬. ନିଜାମୁଦ୍ଦିନ ଏଲଟିଟି ଏକ୍ସପ୍ରେସ

୭. ନାଗପୁର ରେୱା ଏକ୍ସପ୍ରେସ

୮. ମୁମ୍ବାଇ ନାଗପୁର ଏକ୍ସପ୍ରେସ

୯. ନାଗପୁର ମୁମ୍ବାଇ ଏକ୍ସପ୍ରେସ

୧୦. ପୁନେ ନାଗପୁର ଏକ୍ସପ୍ରେସ

୧୧. ନାଗପୁର ପୁନେ ଏକ୍ସପ୍ରେସ

୧୨. ପୁନେ ଅଜନୀ ଏକ୍ସପ୍ରେସ

୧୩. ଅଜନୀ ପୁନେ ଏକ୍ସପ୍ରେସ

୧୪. ଏଲଟିଟି ମନମାଦ ଏକ୍ସପ୍ରେସ

୧୫. ମୁମ୍ବାଇ ପୁନେ ପ୍ରଗତି ଏକ୍ସପ୍ରେସ

୧୬. ଭୂସବଲ ପ୍ରଗତି ଏକ୍ସପ୍ରେସ

୧୭. ନାଗପୁର ଭୂସବଲ ପ୍ରଗତି ଏକ୍ସପ୍ରେସ

୧୮. ପୁନେ ମୁମ୍ବାଇ ପ୍ରଗତି ଏକ୍ସପର୍ସ

୧୯. ସିକନ୍ଦରାବାଦ ଏକ୍ସପ୍ରେସ

୨୦. ହାୱଡା ମୁମ୍ବାଇ ଦୁରନ୍ତ ଏକ୍ସପ୍ରେସ

୨୧. ମୁମ୍ବାଇ ହାୱଡା ଦୁରନ୍ତ ଏକ୍ସପ୍ରେସ

୨୨. ସିଏସଏମଟି ନିଜାମୁଦ୍ଦିନ ରାଜଧାନୀ ଏକ୍ସପ୍ରେସ

୨୩. ନିଜାମୁଦ୍ଦିନ ସିଏସଏମଟି ରାଜଧାନୀ ଏକ୍ସପ୍ରେସ

   Related Posts