Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ବିନା ଟିକେଟରେ ଟ୍ରେନରେ ଯାତ୍ରା କରିବା ମହଙ୍ଗା ପଡ଼ିବ, ବଦଳିଯିବ ଟିକେଟ ନିରୀକ୍ଷଣର ତରିକା

15/12/2018 at 9:56 PM

ନୂଆଦିଲ୍ଲୀ ୧୫/୧୨: ଟ୍ରେନରେ ଯାତ୍ରାକଲାବେଳେ ଅନେକ ବିନା ଟିକେଟରେଯାତ୍ରା କରିଥାନ୍ତି । ଆଉ କେହି କେହି ବି ସାଧାରଣରେ ଟିକେଟ କରି ରିଜର୍ଭେସନ ବଗିରେ ଯାତ୍ରା କରିଥାନ୍ତି। ଏହା ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଧ୍ୟାନ ଦେବାକୁ ହେବ । ଆପଣ ଯଦି ଖାମଖିଆଲୀ ଭାବେଏହିସବୁ କଥା ପ୍ରତି ଧ୍ୟାନ ଦେବେ ନାହିଁ, ତାହେଲେ ଆପଣ ବି ଅସୁବିଧାରେ ପଡ଼ିପାରନ୍ତି ।

ରେଲଓ୍ଵେ ସୂଚନା ଅନୁସାରେ ନିକଟରେ ୨୫ ହଜାର ଟିଟିଇ ପଦବୀ ଖାଲି ହୋଇଯିବ। ଯାହା ଟିକେଟ ଯାଂଚ ପାଇଁ ବହୁତ ଅସୁବିଧା ଦେଖାଦେବ । ଏପରିକି ରେଲଓ୍ଵେରେ ଥିବା ୪୦ ପ୍ରତିଶତ କୋଚ୍ପାଇଁ ଟିକେଟ ଯାଂଚ କରିବା କଷ୍ଟକର ହୋଇଯିବ । ଯାହାକି ସଂରକ୍ଷିତ କୋଚରେ ବିନା ଟିକେଟରେ ଯାତ୍ରୀବସିକି ଯାତ୍ରା କରିପାରିବେ । ଏହାଦ୍ଵାରା ରେଲଓ୍ଵେର ଅନେକ ରାଜସ୍ଵ କ୍ଷତି ହେବାର ଆଂଶକା ରହିବାସହିତ ସଂରକ୍ଷିତ କୋଚରେ ଟିକେଟ କରିଥିବା ଯାତ୍ରୀ ବି ହଇରାଣ ହୋଇପାରନ୍ତି ।

ଏହା ରେଳବିଭାଗ  ଗମ୍ଭୀରତାରସହ ବିଚାରକୁ ନେଇଛି । ଇନକ୍ଵାରୀ ଓ ରିଜରଭେସନ ଟିକେଟ କାଉଁଟରରେ ବସିଥିବା କର୍ମଚାରୀଙ୍କୁ ଟିକେଟଚେକିଂ କାମରେ ଲଗାଯିବ ବୋଲି ରେଳବିଭାଗର ପ୍ରବନ୍ଧକ କହିଛନ୍ତି । ଆଜିକାଲି ନେଟର ସୁବିଧା ହେଵାକାରଣରୁଅନଲାଇନ ଟିକେଟ ପରିମାଣ ବଢ଼ିଯାଇଛି । ଅନଲାଇନରେ ୬୫ ପ୍ରତିଶତରୁ ଅଧିକ ଟିକେଟ ବିକ୍ରିହେଉଥିବା କାରଣରୁରିଜର୍ଭେସନ କାଉଁଟରରେ କର୍ମଚାରୀଙ୍କ କାମ ମଧ୍ୟ କମ୍ ରହୁଛି । ସେହି କର୍ମଚାରୀଙ୍କୁ ଟିକେଟ ଚେକିଂକାମରେ ଲଗାଇବାକୁ ରେଳବିଭାଗ ଚିନ୍ତା କରୁଛି । ଆପଣମାନେ ସତର୍କଥାନ୍ତୁ, ରେଳ ବିଭାଗ ପୂର୍ବାପେକ୍ଷାଅଧିକ କଡ଼ାକଡ଼ି କରିପାରେ ଚେକିଂ ବ୍ୟବସ୍ଥା ।

  

   Related Posts