Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଏଫଆଇଏଚ୍ ଅଲମ୍ପିକ୍ କ୍ୱାଲିଫାଇଙ୍ଗ ହକି ଟିମ୍ ଘୋଷିତ , ମହିଳା ଟିମରେ ୩ ଏବଂ ପୁରୁଷ ଟିମରେ ଜଣେ ଓଡ଼ିଆ ସାମିଲ

18/10/2019 at 11:16 PM

ଭୁବନେଶ୍ୱର ୧୮।୧୦:  ଏଫଆଇଏଚ୍ ଅଲମ୍ପିକ କ୍ୱାଲିଫାଇଙ୍ଗ ହକି ଟିମର ଘୋଷଣା ହୋଇଛି । ଉଭୟ ପୁରୁଷ ଓ ମହିଳା ଟିମ୍ ଘୋଷିତ ହୋଇଥିବା ବେଳେ ରାଣୀରାମ ପାଲଙ୍କ ନେତୃତ୍ୱରେ ମହିଳା ଟିମ୍ ଘୋଷଣା ହୋଇଛି । ଟିମରେ ସ୍ଥାନ ପାଇଛନ୍ତି  ୩ ଓଡିଆ ଖେଳାଳୀ । ସେମାନେ ହେଉଛନ୍ତି ଦୀପଗ୍ରେସ ଏକ୍କା, ଲିଲିମା ମିଞ୍ଜ ଓ ନମିତା ଟପ୍ପୋ । ସେହିଭଳି ମନପ୍ରୀତ୍ ସିଂହଙ୍କ ନେୃତୃତ୍ୱରେ ୧୮ ଜଣିଆ ପୁରୁଷ ହକି ଟିମ୍ ମଧ୍ୟ ଘୋଷଣା ହୋଇଛି । ଏଥିରେ ଜଣେ ମାତ୍ର ଓଡିଆ ଖେଳାଳୀ ଅମିତ ରୋହିଦାସଙ୍କୁ ସ୍ଥାନ ମିଳିଛି । ଟିମରେ ସ୍ଥାନ ପାଇଥିବା ଖେଳାଳୀଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

   Related Posts