Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||

ଆଇଏସଆଇ କବଜାରେ ପାକିସ୍ତାନରେ ନିଖୋଜ ଥିବା ଦୁଇ ଭାରତୀୟ ହାଇ କମିଶନର ଅଧିକାରୀ

15/06/2020 at 5:38 PM

ନୂଆଦିଲ୍ଲୀ ୧୫/୦୬ : ପାକିସ୍ତାନରେ ଭାରତୀୟ ହାଇ କମିଶନରର ଦୁଇଜଣ ନିଖୋଜ ଅଧିକାରୀ ଆଇଏସଆଇ କବଜାରେ ଅଛନ୍ତି | ଭାରତ ସରକାରଙ୍କ ସୂତ୍ରରୁ ଜଣାପଡିଛି ଯେ ଦୁଇ ଅଧିକାରୀ ସୋମବାର ସକାଳ ୮ଟା ରୁ ନିଖୋଜ ଥିଲେ | ଉଭୟଙ୍କ ଫୋନ ମଧ୍ୟ ବନ୍ଦ ଥିଲ | ଦୁଇ ଭାରତୀୟ ଅଧିକାରୀ ନିଖୋଜ ହେବା ନେଇ ଭାରତ ଏହି ମାମଲା ପାକିସ୍ତାନ ଅଧିକାରୀଙ୍କ ସମ୍ମୁଖରେ ରଖିଥିଲା |

ନିକଟରେ ନୂଆଦିଲ୍ଲୀରେ ପାକିସ୍ତାନୀ ଉଚ୍ଚ ଉଦ୍ୟୋଗର ଦୁଇ ଅଧିକାରୀ ଜାସୁସି କରୁଥିବା ଅଭିଯୋଗରେ ଧରାପଡ଼ିଥିଲେ | ଏହାପରେ ସେମାନଙ୍କୁ ପାକିସ୍ତାନକୁ ପଠାଇ ଦିଆଯାଇଥିଲା |


ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ନିକଟରେ ପାକିସ୍ତାନ ହାଇ କମିଶନରର ଦୁଇ ଅଧିକାରୀଙ୍କୁ ଜାସୁସି କରୁଥିବା ଅଭିଯୋଗରେ ଧରିଥିଲା | ଆଵିଦ ହୁସେନ ଓ ତାହିର ଖାନ ପାକିସ୍ତାନ ହାଇ କମିଶନରରେ ଭିସା ସେକ୍ସନରେ କାମ କରୁଥିଲେ | ଭାରତ ସରକାର ଦୁଇ ପାକିସ୍ତାନୀ ଅଧିକାରୀଙ୍କୁ ୨୪ ଘଣ୍ଟା ମଧ୍ୟରେ ଭାରତ ଛାଡିବାକୁ ଆଦେଶ ଦେଇଥିଲେ | ଉଭୟ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ପାଇଁ କାମ କରୁଥିବା ଆରୋପ ରହିଛି |

   Related Posts