ଆମେରିକାରେ ଭାରତୀୟ ଇଂଜିନିୟରଙ୍କ ହତ୍ୟା ଘଟଣାରେ ଦୋଷୀକୁ ଆଜୀବନ କାରାଦଣ୍ଡ

Published By : Prameya-News7 Bureau | May 05, 2018 IST

କାନ୍ ସାସ୍ ଗୁଳିକାଣ୍ଡର ରାୟ...ଭାରତୀୟ ଇଂଜିନିୟରଙ୍କ ହତ୍ୟାକାରୀକୁ ଆଜୀବନ ଜେଲ୍ ...ଗତବର୍ଷ ଫେବୃଆରୀ ୨୨ ତାରିଖରେ କାନ୍ ସାସ୍ ସହରର ଏକ ବାରରେ ଶ୍ରୀନିବାସଙ୍କୁ ହତ୍ୟା କରିଥିଲା ଆମେରିକା ନୌସେନାର ପୂର୍ବତନ ଅଧିକାରୀ ଆଦମ... ଶ୍ରୀନିବାସଙ୍କ ବିଧବା ପତ୍ନୀଙ୍କ ପ୍ରତିକ୍ରିୟା, ଜଣେ ଲୋକ ଯୋଗୁଁ ଭାଙ୍ଗିଗଲା ଆମ ସ୍ବପ୍ନ, ଆଉ ନହେଉ ହେଟ୍ କ୍ରାଇମ୍ ....

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.