Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୨୦୨୦ : ରୋମାଞ୍ଚକର ମୁକାବିଲାରେ ପଞ୍ଜାବଠୁ ୧୨ ରନରେ ହାରିଲା ହାଇଦ୍ରାବାଦ
  • ||

ଭାରତୀୟ କ୍ରିକେଟ ତାରକା ଓ ତାଙ୍କ ପତ୍ନୀ: ପ୍ରଥମ ଦେଖାରେ କାହାର ହୋଇଥିଲା ପ୍ରେମ ତ କିଏ ଅପେକ୍ଷା କରିଥିଲା ଚାତକ ଭଳି

29/11/2019 at 9:37 AM

୧- ଭାରତୀୟ ଟିମ୍‌ ପାଇଁ ଖେଳିସାରିଥିବା ମନୋଜ ତିୱାରୀଙ୍କ ପତ୍ନୀ ସୁସ୍ମିତା ରାୟ ବହୁତ ସୁନ୍ଦର। ଉଭୟ ୨୦୧୩ ମସିହାରେ ବିବାହ କରିଥିଲେ।

୨- ଟିମ୍‌ ଇଣ୍ଡିଆର ପୂର୍ବତନ ଖେଳାଳୀ ବିନୋଦ କାମ୍ବଲୀ ଓ ତାଙ୍କ ପତ୍ନୀ ଏଣ୍ଡ୍ରିୟା ହେବିଟଙ୍କ ବିବାହ ୨୦୧୪ ମସିହାରେ ହୋଇଥିଲା। ବିନୋଦଙ୍କର ଦ୍ବିତୀୟ ପତ୍ନୀ ହେଉଛନ୍ତି ହେବିଟ୍‌।

୩- ଭାରତୀୟ ଖେଳୀଳି କେଦାର ଯାଦବ ନିଜ ପ୍ରେମିକା ସ୍ନେହଲଙ୍କ ସହ ୨୦୧୧ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଉଭୟ ଅନେକ ବର୍ଷ ଡେଟ କରିବା ପରେ ବିବାହ କରିଥିଲେ।

୪- ଟିମ ଇଣ୍ଡିଆର ଖେଳାଳି ଧବଲ କୁଲକର୍ଣ୍ଣୀ ନିଜ ପତ୍ନୀ ଶ୍ରଦ୍ଧା ଖାରପୁଡେଙ୍କୁ ୨୦୧୬ ମସିହାରେ ବିବାହ କରିଥିଲେ।

୫- ଭାରତୀୟ ଟିମ୍‌ର ଖେଳାଳି ଅଶୋକ ଡିଣ୍ଡା ୨୦୧୩ ମସିହାରେ ପତ୍ନୀ ଶ୍ରେୟସୀଙ୍କୁ ବିବାହ କରିଥିଲେ।

୬- ଟିମ୍‌ ଇଣ୍ଡିଆର ତାରକା ଭୁବନେଶ୍ବର କୁମାର ନିଜ ପ୍ରେମିକା ନୁପୁର ନାଗରଙ୍କୁ ୨୦୧୭ ମସିହାରେ ବିବାହ କରିଥିଲେ।

୭- ଭାରତୀୟ ଖେଳାଳି ଅମ୍ବାତି ରାୟଡୁ ନିଜ ପ୍ରେମିକା ଚେରୂପଲୀ ବିଦ୍ୟାଙ୍କୁ ୨୦୦୯ ମସିହାରେ ବିବାହ କରିଥିଲେ।

୮- ଟିମ ଇଣ୍ଡିଆର କ୍ରିକେଟର ରାହୁଲ ଦ୍ରାବିଡ ୨୦୦୪ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ରାହୁଲଙ୍କ ପତ୍ନୀ ହେଉଛନ୍ତି ବିଜେତା।

୯- ନିକଟରେ ନିଜ ପ୍ରଦର୍ଶନ ପାଇଁ ଚର୍ଚ୍ଚାରେ ଥିବା ଖେଳାଳୀ ହନୁମା ବିହାରୀ ଚଳିତ ବର୍ଷ ବିବାହ କରିଛନ୍ତି। ହନୁମାଙ୍କ ପତ୍ନୀ ହେଉଛନ୍ତି ପ୍ରୀତି ରାୟ।

୧୦- ଟିମ୍‌ ଇଣ୍ଡିଆର ଖେଳାଳି ଇରଫାନ ପଠାନ ୨୦୧୬ ମସିହାରେ ସଫା ବେଗଙ୍କୁ ବିବାହ କରିଥିଲେ।

୧୧- ଭାରତୀୟ କ୍ରିକେଟର ଇଶାନ୍ତ ଶର୍ମା ୨୦୧୬ ମସିହାରେ ପ୍ରତୀମା ସିଂହଙ୍କୁ ବିବାହ କରିଥିଲେ।

୧୨- କୃଣାଲ ପାଣ୍ଡ୍ୟା ୨୦୧୭ ମସିହାରେ ପଂଖୁଡି ପାଠକଙ୍କୁ ବିବାହ କରିଥିଲେ।

୧୩- ପୂର୍ବତନ ଖେଳାଳି ଲକ୍ଷ୍ମୀପତି ବାଲାଜି ୨୦୧୩ ମସିହାରେ ପ୍ରିୟା ଥାଲୁକଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

୧୪- ଟିମ ଇଣ୍ଡିଆର ଯୁବ ଖେଳାଳି ସଞ୍ଜୁ ସେମସନ୍‌ ନିଜ ପ୍ରେମିକା ଚାରୁଲତାଙ୍କୁ ୨୦୧୮ ମସିହାରେ ବିବାହ କରିଥିଲେ।

୧୫- ଏସ୍‌ ଶ୍ରୀସନ୍ଥ ୨୦୧୩ ମସିହାରେ ଭୁବନେଶ୍ବରୀଙ୍କୁ ବିବାହ କରିଥିଲେ।

୧୬- ସୁରେଶ ରୈନା ୨୦୧୫ ମସିହାରେ ପ୍ରିୟଙ୍କାଙ୍କୁ ବିବାହ କରିଥିଲେ।

୧୭- ଉମେଶ ଯାଦବ ୨୦୧୩ ମସିହାରେ ନିଜ ପ୍ରେମିକା ତାନ୍ୟା ବାଧବାଙ୍କୁ ବିବାହ କରିଥିଲେ।

୧୮- ପୂର୍ବତନ ଖେଳାଳି ଭେଙ୍କଟେଶ ପ୍ରସାଦ ୧୯୯୬ ମସିହାରେ ଜୟନ୍ତିଙ୍କୁ ବିବାହ କରିଥିଲେ।

୧୯- ପାର୍ଥିବ ପଟେଲ ୨୦୦୮ ମସିହାରେ ଅନବି ଜାବରୀଙ୍କୁ ବିବାହ କରିଥିଲେ।

୨୦- ପ୍ରଜ୍ଞାନ ଓଝା ୨୦୧୦ ମସିହାରେ କାରାବୀ ବରାଲଙ୍କୁ ବିବାହ କରିଥିଲେ।

୨୧- ଟିମ ଇଣ୍ଡିଆର ଖେଳାଳୀ ଭିଭିଏସ ଲକ୍ଷ୍ମଣ ୨୦୦୪ ମସିହାରେ ଜିଆର ଶୈଲାଜାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

୨୨- ୨୦୦୪ ମସିହାରେ ବିରେନ୍ଦ୍ର ସେୱାଗ ନିଜ ପିଲାବେଳର ସାଙ୍ଗ ଆରତୀ ଅହଲାବତଙ୍କୁ ବିବାହ କରିଥିଲେ। ବିରେନ୍ଦ୍ର ୭ ବର୍ଷ ବୟସର ହୋଇଥିବା ବେଳେ ଆରତୀଙ୍କ ସହ ପ୍ରଥମ ଥର ଦେଖା ହୋଇଥିଲେ। ଆରତୀଙ୍କୁ ସେତେବେଳେ ମାତ୍ର ୫ ବର୍ଷ ବୟସ ଥିଲା।

୨୩-  ବିରାଟ କୋହଲୀ ଓ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ୨୦୧୭ ମସିହାରେ ବିବାହ କରିଥିଲେ।

   Related Posts