Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

କ୍ରିକେଟର ଅଶ୍ବୀନଙ୍କ ଦ୍ବିତୀୟ ସନ୍ତାନ ଜନ୍ମ ହେବା ପରେ ୫ଦିନ ପର୍ଯ୍ୟନ୍ତ ଖବରକୁ ଲୁଚାଇ ରଖିଥିଲେ ତାଙ୍କ ସ୍ତ୍ରୀ ପ୍ରୀତି

17/09/2019 at 3:19 PM

୧୯୮୬ ମସିହା ସେପଟେମ୍ବର ମାସ ୧୭ ତାରିଖରେ ଭାରତୀୟ କ୍ରିକେଟ ଟିମ୍‌ ଖେଳାଳୀ ରବିଚନ୍ଦ୍ରନ ଅଶ୍ବୀନଙ୍କ ଜନ୍ମ ଚେନ୍ନାଇରେ ହୋଇଥିଲା। ୨୦୨୨ ମସିହା ନଭେମ୍ବର ମାସ ୧୩ ତାରିଖରେ ଅଶ୍ବୀନ ପ୍ରୀତି ନାରାୟନଙ୍କୁ ବିବାହ କରିଥିଲେ। ହେଲେ ତାଙ୍କ ପତ୍ନୀଙ୍କୁ ବହୁତ କମ ଷ୍ଟାଡିୟମ୍‌ରେ ଦେଖାଯାଇଛି। ପ୍ରୀତି ଲାଇମ୍‌ଲାଇଟ୍‌ରୁ ଦୂରରେ ରୁହନ୍ତି।

ଅଶ୍ବୀନ ଓ ପ୍ରୀତି ଏକା ସହ ଗୋଟେ କଲେଜରେ ଇଂଜିନିୟରିଂ କରୁଥିଲେ। ଉଭୟଙ୍କ ବନ୍ଧୁତା ପ୍ରେମରେ ବଦଳିବା ପରେ ପରିବାର ଲୋକେ ଦୁହେଁଙ୍କ ବିବାହ କରାଇଥିଲେ। ୨୦୧୧ ମସିହାରେ ବିବାହ କରିବା ପରେ ଏହି ଦମ୍ପତ୍ତି ୨୦୧୫ ମସିହାରେ ଜଣେ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିଲେ। ତାଙ୍କ ନାଁ ଅକୀରା ରଖାଯାଇଥିଲା।

୨୦୧୬ ମସିହା ଡିସେମ୍ବର ମାସ ୨୧ ତାରିଖରେ ତାଙ୍କ ଦ୍ବିତୀୟ ଝିଅର ଜନ୍ମ ହୋଇଥିଲା। ହେଲେ ପ୍ରୀତି ଏହି ବିଷୟରେ ୫ ଦିନ ପର୍ଯ୍ୟନ୍ତ କାହାକୁ କିଛି କହିନଥିଲେ। ପ୍ରୀତି ଏହି ଶୁସି ଖବର ଦେଇନଥିଲେ କାରଣ ସେହି ସମୟରେ ଅଶ୍ବୀନ ଆଇସିସି କ୍ରିକେଟର ଅଫ ଦ ୟିଅର ଓ ଟେଷ୍ଟ କ୍ରିକେଟର ଅଫ ଦ ୟିଅର ହୋଇଥିଲେ। ପ୍ରୀତି ଚାହୁଁନଥିଲେ ଯେ, ଏହି ଖବର ସ୍ପଟଲାଇଟ୍‌ରୁ ହଟୁ।

ପ୍ରୀତି କେବଳ ଏକ ମେସେଜ ଦେଇଥିଲେ ଯେ, ୨୧ ତାରିଖରେ ସେ ତାଙ୍କ ଦ୍ବିତୀୟ ଝିଅଙ୍କୁ ଜନ୍ମ ଦେଇଥିଲେ। ସେ ଅଶ୍ବୀନଙ୍କଠାରୁ କ୍ରିକେଟର ଅଫ ଦ ୟିଅରର ମୂହୁର୍ତ୍ତ ଛଡାଇବାକୁ ଚାହୁଁନଥିଲେ। ୨୦୧୦ ମସିହା ଜୁନ ମାସରେ ଆନ୍ତର୍ଜାତୀୟ କ୍ୟାରିଅରରେ ଡେବ୍ୟୁ କରିଥିବା ରବିଚନ୍ଦ୍ରନ ୬୫ ଟେଷ୍ଟରେ ୩୪୨ ୱିକେଟ ହାସଲ କରିଥିଲେ। ସେହି ଫର୍ମାଟରେ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ୨୫/୪ ରହିଛି। ଏହା ସହ ଅଶ୍ବୀନ ୪୬ ଆନ୍ତର୍ଜାତୀୟ ଟି୨୦ ମ୍ୟାଚ ଗୁଡିକରେ ୫୨ ୱିକେଟ କରିସାରିଛନ୍ତି।

 

   Related Posts