Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଭାରତୀୟ ସେନା ଲଞ୍ଚ କଲେ ସ୍ବଦେଶୀ ମେସେଜିଂ ଆପ୍ SAI, ହ୍ବାଟ୍ସଆପ୍ ଭଳି କରିବ କାମ

30/10/2020 at 11:47 AM

ନୂଆଦିଲ୍ଲୀ ୩୦/୧୦: ସ୍ବଦେଶୀ ମେସେଜିଙ୍ଗ ଆପ୍ ଲଞ୍ଚ କରିଛନ୍ତି ଭାରତୀୟ ସେନା। ‘ଆତ୍ମନିର୍ଭର ଭାରତ’ ଅଭିଯାନ ମାଧ୍ୟରେ ଭାରତୀୟ ସେନା ‘ସିକ​‌ୟୋର ଆପ୍ଳିକେସନ ଫର୍ ଦ ଇଣ୍ଟରନେଟ୍’ (ଏସଆଇ) ନାଁରେ ଏହାକୁ ଲଞ୍ଚ କରିଛନ୍ତି। ଏଥିରେ ଏଣ୍ଡ-ଟୁ-ଏଣ୍ଡ ସୁରକ୍ଷିତ ଭଏସ, ଟେକ୍ସଟ ଓ ଭିଡିଓ କଲିଂ ସେବାର ସୁବିଧା ରହିଛି।

ଅବଶ୍ୟ ଏହା ଏବେ ଆଣ୍ଡ୍ରଏଡ୍ ପ୍ଲାଟଫର୍ମରେ ସପୋର୍ଟ କରିବ। ପ୍ରତିରକ୍ଷା ମନ୍ତ୍ରାଳୟ ଗୁରୁବାର ଏ ବାବଦରେ ସୂଚନା ଦେଇଥିଲେ। ତେବେ ସେନାର ଏ ଦେଶୀ ମେସେଜିଙ୍ଗ ଆପ୍ ହ୍ବାଟ୍ସଆପ୍ ଭଳି ହିଁ କାମ ଦେବ।

ଏହି ମଡେଲ ବ୍ୟାବସାୟିକ ଭାବେ ଉପଲବ୍ଧ ମେସେଜିଙ୍ଗ ଆପ୍ଲିକେସନ ଆପ୍ ଯେମିତିକି ହ୍ବାଟ୍ସଆପ, ଟେଲିଗ୍ରାମର ଅନୁରୂପ। ଏହା ସହ ଏହା ଏଣ୍ଡ-ଟୁ-ଏଣ୍ଡ ଇନକ୍ରିପସନ ମେସେଜିଙ୍ଗ ପ୍ରୋଟୋକଲର ବ୍ୟବହାର କରିଥାଏ। ଯେଉଁଥିରେ ଆବଶ୍ୟକତା ଅନୁସାରେ ପରିବର୍ତନ କରାଯାଇପାରିବ।

   Related Posts