Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଗସ୍ତି ନୂଆଗାଁ ଓ ଚମାଖଣ୍ଡି ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ
  • ||
  • ରାଜ୍ୟରେ ବୁଧବାର ସୁସ୍ଥହେଲେ ଆଉ ୧୦ହଜାର ୭୮ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୭୩ ଜଣ ଡିସଚାର୍ଜ
  • ||
  • ପାଟ୍ରୋଲିଂ ଗାଡିକୁ ଚକ୍‌ମା ଦେଇ ଖସିଯିବା ବେଳେ ଗୋଡାଇ ଗୋଡାଇ କାବୁ କଲା ପୋଲିସ: ଅଟୋରୁ ବିପୁଳ ଗଞ୍ଜେଇ ଜବତ, ୫ ଗିରଫ
  • ||
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||

ଭୁଟ୍ଟାନରେ ଆର୍ମିର ‘ଚିତା’ ହେଲିକପ୍ଟର କ୍ରାସ୍, ୨ ପାଇଲଟ ମୃତ

27/09/2019 at 4:15 PM

ନୂଆଦିଲ୍ଲୀ: ଭୁଟ୍ଟାନରେ ଶୁକ୍ରବାର ଭାରତୀୟ ସେନାର ଏକ ଚିତା ହେଲିକପ୍ଟର ଦୁର୍ଘଟଣାରେ ଧ୍ୱଂସ୍ତ ହୋଇଛି। ଫଳରେ ହେଲିକପ୍ଟରରେ ଥିବା ୨ ପାଇଲଟ ପ୍ରାଣ ହରାଇଛନ୍ତି। ହେଲିକପ୍ଟରରେ ଭାରତୀୟ ସେନାର ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦର ଅଧିକାରୀ ଥିଲେ। ତାଙ୍କ ସହ ଭାରତୀୟ ସେନାରେ ପ୍ରଶିକ୍ଷଣ ନେଉଥିବା ଭୁଟ୍ଟାନ ଆର୍ମିର ଜନୈକ ପାଇଲଟ ଥିଲେ।

ଭାରତୀୟ ସେନାରେ ଚିତା ହେଲିକପ୍ଟର ଗତ ୮୦ ଦଶକରୁ ସେବା ଯୋଗାଇ ଆସୁଛି। ଏଣୁ ସେନା ଅଧିକାରୀଙ୍କ ପରିବାର ଦୀର୍ଘ ଦିନ ହେଲା ଆର୍ମିରୁ ଚିତା ଫ୍ଲିଟ୍ କୁ ହଟାଇଦେବାକୁ ଦାବି କରୁଛନ୍ତି। ସେନାରେ ଏବେ ୧୭୫ଟି ଚିତା ଓ ଚେତକ ହେଲିକପ୍ଟର ରହିଛି। ୧୯୯୦ ମସିହାରୁ ଏହି ହେଲିକପ୍ଟରଗୁଡିକର ଉତ୍ପାଦନ ବନ୍ଦ ହୋଇଯାଇଥିବାରୁ ଆବଶ୍ୟକ ଯନ୍ତ୍ରାଂଶ ଉପଲବ୍ଧ ହୋଇପାରୁନାହିଁ। ଏଣୁ ସଠିକ ରକ୍ଷଣାବେକ୍ଷଣା ହୋଇ ପାରୁନଥିବାରୁ ଏହି ହେଲିକପ୍ଟରଗୁଡିକ ଅନେକ ସମୟରେ ଆକାଶରେ ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି।

   Related Posts