Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ

5/06/2018 at 7:25 AM

ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ
ଗୁଜରାଟ କଚ୍ଛରେ ଦୁର୍ଘଟଣାଗ୍ରସ୍ତ ହୋଇଛି ବାୟୁସେନାର ଜାଗୁଆର ବିମାନ
ବିମାନଟି ଉଡାଣ ଭରିବାର କିଛି ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି
ବିମାନର ପାଇଲଟ ନିଖୋଜ ଥିବା ଜଣାପଡିଛି
ଘଟଣାସ୍ଥଳରେ ବାୟୁସେନା ଅଧିକାରୀ ପହଂଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି

Leave a Reply

   Related Posts