Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଜାଗର ପାଇଁ କଟକଣା, ମନ୍ଦିର ଭିତରେ ଓ ବାହାରେ ହେବନି ଗହଳି, ମେଳା ଉପରେ ଲାଗିଲା ରୋକ୍
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୭ କୋଭିଡ୍ ପଜିଟିଭ୍, ୩୩୭୮୬୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଉଦଳା : କୂଅ ଭିତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ୫ ତାରିଖରୁ ଥିଲେ ନିଖୋଜ
  • ||
  • ସମ୍ବଲପୁର : ବନ କର୍ମଚାରୀଙ୍କ ଛୁଟି ଉପରେ କଟକଣା, ଅତି ଜରୁରୀ କାମ ନଥିଲେ ନେଇପାରିବେନି ଛୁଟି
  • ||
  • ସୁନ୍ଦରଗଡ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ପାରାଦୀପ : ପଶ୍ଚିମବଙ୍ଗରେ ମହିଳାଙ୍କୁ ଦୁଷ୍କର୍ମ ପରେ କରିଥିଲା ହତ୍ୟା, ପାରାଦୀପରୁ ହେଲା ଗିରଫ
  • ||
  • ଜାଗର ପ୍ରସ୍ତୁତି : ବାବା ଆଖଣ୍ଡଳମଣିଙ୍କ ପୀଠରେ ଲାଗିଲା କଟକଣା, ମାର୍ଚ୍ଚ ୧୦ରୁ ୨ଦିନ ଯାଏଁ ୧୪୪ ଧାରା
  • ||

ଆଜି ଭାରତୀୟ ବାୟୁସେନା ପାଳନ କରୁଛି ୮୬ତମ ପ୍ରତିଷ୍ଠା ଦିବସ

8/10/2018 at 10:58 AM

ଉତ୍ତରପ୍ରଦେଶ ୮|୧୦:  ଆଜି ବାୟୁସେନା ଦିବସ । ଭାରତୀୟ ବାୟୁସେନା ପାଳନ କରୁଛି ୮୬ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଉତ୍ତରପ୍ରଦେଶ ଗାଜିଆବାଦ ଏୟାରଫୋର୍ସ ଷ୍ଟେସନରେ ସ୍ବତନ୍ତ୍ର ପରେଡ୍ ଏବଂ ଉତ୍ସବ ଅନୁଷ୍ଠିତ ହେଉଛି । ଏଥିରେ ଭାରତୀୟ ବାୟୁସେନାର ଯବାନମାନେ ଲଢୁଆ ବିମାନରେ ପ୍ରଦର୍ଶନ ଦେଖାଇଛନ୍ତି । ଜାଗୁଆର, ବିସନ, ମିଗ-୨୯, ମିରାଜ-୨୦୦୦, ସୁଖୋଇ ଭଳି ଲଢୁଆ ବିମାନର ପ୍ରଦର୍ଶନ ଦେଖାଇବେ । ବାୟୁସେନା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁଭକାମନା ଜଣାଇଛନ୍ତି ।

   Related Posts