ଆଜି ଭାରତୀୟ ବାୟୁସେନା ପାଳନ କରୁଛି ୮୬ତମ ପ୍ରତିଷ୍ଠା ଦିବସ
8/10/2018 at 10:58 AM

ଉତ୍ତରପ୍ରଦେଶ ୮|୧୦: ଆଜି ବାୟୁସେନା ଦିବସ । ଭାରତୀୟ ବାୟୁସେନା ପାଳନ କରୁଛି ୮୬ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଉତ୍ତରପ୍ରଦେଶ ଗାଜିଆବାଦ ଏୟାରଫୋର୍ସ ଷ୍ଟେସନରେ ସ୍ବତନ୍ତ୍ର ପରେଡ୍ ଏବଂ ଉତ୍ସବ ଅନୁଷ୍ଠିତ ହେଉଛି । ଏଥିରେ ଭାରତୀୟ ବାୟୁସେନାର ଯବାନମାନେ ଲଢୁଆ ବିମାନରେ ପ୍ରଦର୍ଶନ ଦେଖାଇଛନ୍ତି । ଜାଗୁଆର, ବିସନ, ମିଗ-୨୯, ମିରାଜ-୨୦୦୦, ସୁଖୋଇ ଭଳି ଲଢୁଆ ବିମାନର ପ୍ରଦର୍ଶନ ଦେଖାଇବେ । ବାୟୁସେନା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁଭକାମନା ଜଣାଇଛନ୍ତି ।
Related Posts
ଆକାଶରୁ ଖସିଲା ମୃତ୍ୟୁ, ବଜ୍ରପାତରେ ଚାଲିଗଲା ୩୩ ଜୀବନ
21 May 2022