Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ଏହି ମଡେଲଙ୍କ ସହ ଲଣ୍ଡନରେ ଛୁଟି କାଟୁଛନ୍ତି ସୁରଜ ପଞ୍ଚୋଲି, ମଡେଲ ବେଶ୍ ହଟ୍

20/07/2019 at 12:23 PM

ମୁମ୍ବାଇ୨୦|୭: ବଲିଉଡ ଅଭିନେତା ସୁରଜ ପଞ୍ଚୋଲି ଆଜିକାଲି ବେଶ ଚର୍ଚ୍ଚାରେ ଅଛନ୍ତି। ରିପୋର୍ଟ ଅନୁସାରେ ସୁରଜ ନିଜ ପ୍ରେମିକା ଲରିସା ବୋନେସିଙ୍କ ସହ ଲଣ୍ଡନରେ ଛୁଟି କାଟୁଛନ୍ତି। ଗତ ୩ ବର୍ଷରୁ ସୁରଜ ଲରିସାଙ୍କୁ ଡେଟ କରୁଛନ୍ତି। ଉଭୟ ପବ୍ଲିକ୍ରେ ନିଜ ରିଲେସନଶିପ୍ ବିଷୟରେ ସ୍ବୀକାର ମଧ୍ୟ କରିଛନ୍ତି।


ଲରିସା ଜଣେ ବ୍ରାଜିଲିୟାନ ମଡେଲ ଓ ଅଭିନେତ୍ରୀ। ସେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି। ଲରିସାଙ୍କ ଇନ୍ଷ୍ଟା ଆକାଉଣ୍ଟ ତାଙ୍କ ହଟ୍ ଫଟୋରେ ଭରପୁର । ଏହି ମଡେଲଙ୍କ ଫଟୋ ଅନେକ ଦର୍ଶକଙ୍କ ମଧ୍ୟରେ ନିଆଁ ଲଗାଏ। ବିକିନିରେ ବହୁତ ବୋଲ୍ଡ ଓ ହଟ୍ ଲାଗନ୍ତି ଅଭିନେତ୍ରୀ ଲରିସା। “ହିରୋ” ଫିଲ୍ମରେ ଡେବ୍ୟୁ କରି ସୁରଜ ବଲିଉଡରେ ପାଦ ଦେଇଥିଲେ।


ଫିଲ୍ମ ରିଲିଜ ହେବାର କିଛି ବର୍ଷ ପରେ ସୁରଜ ଓ ଲରିସା ରିଲେସନଶିପ୍ରେ ଆସିଥିଲେ। “ହିରୋ” ଫିଲ୍ମରେ ସୁରଜଙ୍କ ସହ ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିୟା ଶେଟ୍ଟୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଆଥିୟାଙ୍କର ମଧ୍ୟ ଏହି ଫିଲ୍ମ ବଲିଉଡର ପ୍ରଥମ ଫିଲ୍ମ ଥିଲା। “ହିରୋ” ଫିଲ୍ମ ବକ୍ସଅଫିସ୍ରେ କିଛି ଖାସ ଆୟ କରିପାରିନଥିଲା। ତେବେ “ହିରୋ” ପରେ ଏବେ ସୁରଜ “ଟାଇମ୍ ଟୁ ଡାନ୍ସ” ଫିଲ୍ମରେ ନଜର ଆସିବେ।

   Related Posts