Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିମାନରେ ଆସିଲେ ବି ୧୪ ଦିନିଆ କ୍ବାରେଣ୍ଟାଇନ୍‌ ଜରୁରୀ
  • ||
  • ଆରଟିପିସିଆର ନେଗେଟିଭ୍‌ ରିପୋର୍ଟ ଦେଖାଇଲେ ରାଜ୍ୟକୁ ମିଳିବ ଏଣ୍ଟ୍ରି
  • ||
  • ପଶ୍ଚିମବଙ୍ଗ ସୀମାକୁ ଲାଗିଥିବା ସମସ୍ତ ସୀମା ସିଲ୍‌ ହେବ
  • ||
  • ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଗୁରୁତ୍ବପୂର୍ଣ୍ଣ ସୂଚନା
  • ||
  • ପଶ୍ଚିମବଙ୍ଗରୁ ଆସିଲେ ୧୪ ଦିନିଆ କ୍ବାରେଣ୍ଟାଇନ୍‌ ବାଧ୍ୟତାମୂଳକ
  • ||
  • ଭୁବନେଶ୍ବରରେ ରିଙ୍ଗ୍‌ ରୋଡ୍ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ, ରାଜ୍ୟ ସରକାର ବହନ କରିବେ ୬୦୦ କୋଟି ଟଙ୍କା
  • ||
  • ଭୁବନେଶ୍ବର : BMCରେ ବଢିଲା ରାପିଡ୍ ରେସପନ୍ସ ଟିମ୍ ସଂଖ୍ୟା, ୬୭ଟି ୱାର୍ଡ ପାଇଁ ୩୯ଟିମ୍
  • ||
  • ଭୁବନେଶ୍ବର : ପ୍ରଧାନମନ୍ତ୍ରୀଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ, ଦେଶରେ ଅକ୍ସିଜେନ୍ ଆବଶ୍ୟକତାକୁ ପୂରଣ ପାଇଁ ସହଯୋଗ କରିବ ଓଡିଶା
  • ||
  • କେନ୍ଦୁଝର : ଶୌଚ ସାରି ଫେରିବା ବେଳେ ବଜ୍ରପାତ, ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ରାଉରକେଲା : ବ୍ରାହ୍ମଣୀ ବ୍ରିଜ୍‌ରୁ ନଦୀକୁ ଡେଇଁଲେ ମହିଳା, ଗୁରୁତର ଅବସ୍ଥାରେ ଉଦ୍ଧାର
  • ||

ପୁନେ ଟେଷ୍ଟ – ଭାରତର ଦମ୍‌ଦାର ବିଜୟ

13/10/2019 at 2:48 PM

ପୁନେ- ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପୁନେ ଟେଷ୍ଟ ମ୍ୟାଚରେ ଭାରତୟ ଦମ୍‌ଦାର ବିଜୟ । ଭାରତ ଦକ୍ଷିଣ ଆଫ୍ରିକାକୁ ଗୋଟିଏ ପାରି ଓ ୧୩୭ ରନ୍‌ରେ ପରାଜିତ କରିଛି । ଏହା ସହ ଭାରତ ଏହି ଟେଷ୍ଟ ଶୃଙ୍ଖଳାରେ ଜିତିବା ସହ ୦-୨ରେ ଏହି ଶୃଙ୍ଖଳାରେ ଆଗୁଆ ରହିଛି ।

ପୁନେରେ ଚାଲିଥିବା ଆଇସିସି ଦ୍ୱିତୀୟ ଟେଷ୍ଟରେ ପ୍ରଥମ ପାଳିରେ ଦକ୍ଷିଣ ଆଫ୍ରିକ ୨୭୫ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା।  ଦକ୍ଷିଣ ଆଫ୍ରିକାର କେଶବ ମହାରାଜା ୭୨ ରନ୍‌ କରିଥିଲେ  । ଭାରତର ଅଶ୍ୱୀନ ସର୍ବାଧିକ  ୪ଟି ଓ  ଉମେଶ ଯାଦବ ତିନେଟି ଓ୍ୱିକେଟ୍‌ ନେଇଥିଲେ । ଦ୍ୱିତୀୟ ପାଳିରେ ଦକ୍ଷିଣ ଆଫ୍ରିକା ୧୮୯ ରେ ଅଲ୍‌ ଆଉଟ୍‌ ହୋଇଯାଇଛି ।

ପ୍ରଥମ ପାଳିରେ ଭାରତ ୬୦୧ ରନରେ ତାର ଇନିଂସ ଘୋଷଣା କରିଥିଲା । ଭାରତର ଅଧିନାୟକ ବିରାଟ ଦ୍ୱି ଶତକ କରିଥିଲେ ।

   Related Posts