ଇଣ୍ଡିଆ ୱେଷ୍ଟଇଣ୍ଡିଜ ମ୍ୟାଚ : ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି
27/06/2019 at 2:24 PM

ମଞ୍ଚେଷ୍ଟର ୨୭/୬ : ଆଜି ଭାରତ ୱେଷ୍ଟଇଣ୍ଡିଜ ବିପକ୍ଷରେ ମ୍ୟାଚ ଖେଳୁଛି । ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଭାରତୀୟ ଟିମରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ଭାରତ – ଲୋକେଶ ରାହୁଲ, ରୋହିତ ଶର୍ମା, ବିରାଟ କୋହଲି, ବିଜୟ ଶଙ୍କର, ମହେନ୍ଦ୍ର ସିଂହ ଧୋନି, କେଦାର ଯାଦବ, ହାର୍ଦ୍ଧିକ ପାଣ୍ଡ୍ୟା, ମୋହମ୍ମଦ ସାମୀ, କୁଲଦୀପ ଯାଦବ, ୟୁଦବେନ୍ଦ୍ର ଚହଲ, ଜଶପ୍ରୀତ ବୁମରାହ
ୱେଷ୍ଟଇଣ୍ଡିଜ – କ୍ରିଶ ଗେଲ, ସୁନୀଲ ଅମ୍ବରିସ, ସାଇ ହୋପ, ନିକୋଲସ ପୁରନ, ସିମରଁନ ହେଟମେୟର, ଜେସନ ହୋଲ୍ଡର, କାଲିସ ବ୍ରେଥୱେଟ, ଫେବିୟନ ଏଲେନ, କେମାର ରୋଚ, ସେଲ୍ଡନ କାଁଟରେଲ, ଓସନ ଥମାସ
Related Posts
ଝିଅ ପାଇଁ ଯୋଗ୍ୟ ପାତ୍ର ଖୋଜୁଛନ୍ତି ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ
18 January 2021