ଭାରତ-ଆଫଗାନିସ୍ତାନ ମ୍ୟାଚ: ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି ଭାରତ

Published By : Prameya-News7 Bureau | June 22, 2019 IST

ଆଉ କିଛି ସମୟ ପରେ ଭାରତ ଆଫଗାନିସ୍ତାନ ମ୍ୟାଚ ଆରମ୍ଭ ହେବ । ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି ।

ଭାରତ ଟିମରେ ଅଛନ୍ତି – ରୋହିତ ଶର୍ମା, ଲୋକେଶ ରାହୁଲ, ବିରାଟ କୋହଲୀ, ହାର୍ଦ୍ଦିକ ପାଣ୍ଡ୍ୟା, ବିଜୟ ଶଙ୍କର, ମହେନ୍ଦ୍ର ସିଂହ ଧୋନୀ, କେଦାର ଯାଦବ, ମହମ୍ମଦ ସାମୀ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ ଓ ଯଶପ୍ରୀତ ବୁମରାହ ।

{"id":125746}

ଆଫଗାନିସ୍ତାନ ଟିମରେ ଅଛନ୍ତି – ନୁର ଅଲି ଯାଦରନ, ଗୁଲବୁଦ୍ଦିନ ନାଇବ, ରହମତ ଶାହ, ହଶମତଉଲ୍ଲା ଶାହୀଦି, ନଜିବୁଲ୍ଲା ଯାରଦାନ, ହଜରତଉଲ୍ଲା ଯାଜଇ, ଅସଗର ଅଫଗାନ, ମହମ୍ମଦ ନବି, ରଶିଦ ଖାନ, ଦୌଲତ ଯାଦରାନ ଓ ଆଫତାବ ଆଲମ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.