Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ରୁଷ୍‌ଠାରୁ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ଏସ୍‌-୪୦୦ କିଣିବ ଭାରତ- ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର

1/10/2019 at 8:15 PM

ନୂଆଦିଲ୍ଲୀ- ଦେଶର ସୁରକ୍ଷାକୁ ମଜବୁତ କରିବା ପାଇଁ ପ୍ରତିରକ୍ଷା ଉପକକରଣ କିଣିବାରେ କୌଣସି ଦେଶର କିଛି କହିବାର ଅଧିକାର ନାହିଁ। ରୁଷ୍‌ଠାରୁ ଭାରତ ବାୟୁ ସୁରକ୍ଷା ପ୍ରଣାଳୀ ଏସ-୪୦୦ କିଣିବା  ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ଏପରି ମତ ଦେଇଛନ୍ତି ।

ରୁଷ୍‌ଠାରୁ ଭାରତ ବାୟୁ ସୁରକ୍ଷା ପ୍ରଣାଳି ଏସ-୪୦୦ କିଣିବା ଭାରତର ଅଧିକାର ରହିଛି ବୋଲି ଜୟଶଙ୍କର କହିଛନ୍ତି । ଏଥିପାଇଁ  ଆମେରିକା ଭାରତ ଉପରେ କଟକଣା ଜାରି କରିବାର ଆଶଙ୍କା ରହିଛି। ଆମେରିକା ଗସ୍ତରେ ଥିବା ବିଦେଶ ମନ୍ତ୍ରୀ  ଜୟଶଙ୍କର ଏ ପ୍ରସଙ୍ଗରେ ମାର୍କିନ ପରରାଷ୍ଟ୍ର ସଚିବ ମାଇକ ପମ୍ପେଓ ସହିତ ଆଲୋଚନା କରିଛନ୍ତି। ଏସ-୪୦୦କୁ ନେଇ ରହିଥିବା ଆମେରିକାର ଆଶଙ୍କା ନେଇ ମଧ୍ୟ ଆଲୋଚନା ହୋଇଥିବା କହିଛନ୍ତି। ବାୟୁ ସୁରକ୍ଷା ପ୍ରଣାଳି ଏସ-୪୦୦ କିଣିବା ସମ୍ପର୍କରେ ଗତବର୍ଷ ଭାରତ- ରୁଷ୍‌ ଚୁକ୍ତି  କରିଥିଲେ। ଖୁବ୍ ଭାରତକୁ ଏହା ଯୋଗାଇବ ବୋଲି କହିଛି ରୁଷ୍‌।

   Related Posts