Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଭାରତ ହେବ ୫ ଟ୍ରିଲିୟନ୍ ଅର୍ଥ ବ୍ୟବସ୍ଥା, ଦୃଢୋକ୍ତି ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

20/12/2019 at 10:54 PM

ନୂଆଦିଲ୍ଲୀ ୨୦।୧୨- ଦେଶରେ ୫ ଟ୍ରିଲିୟନ୍ ଅର୍ଥ ବ୍ୟବସ୍ଥା ନେଇ ପୁଣି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସୋଚାମ୍ ର ବାର୍ଷିକ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଅର୍ଥନୀତିକୁ ଗତିଶୀଳ କରିବାକୁ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରୁଛନ୍ତି କେନ୍ଦ୍ର ସରକାର ।

 ଏଫ୍.ଡି.ଆଇ. କ୍ଷେତ୍ରରେ ଆମେ ବିଶ୍ବର ଶ୍ରେଷ୍ଠ ୧୦ଟି ଦେଶ ଭିତରେ ଅଛୁ । ଏଫ୍.ଡି.ଆଇ.ର ଅର୍ଥ ଫାଷ୍ଟ ଡେଫଲପମେଣ୍ଟ ଅଫ୍ ଇଣ୍ଡିଆ ବୋଲି କହିଛନ୍ତି ମୋଦି । ସେହିପରି ନାଗରିକତା ସଂଶୋଧନ ଆଇନ ସଂପର୍କରେ ମୋଦି କହିଛନ୍ତି, ଦେଶ ହିତ ପାଇଁ ଲୋକଙ୍କ ରାଗ ତାଙ୍କୁ ସହିବାକୁ ପଡ଼ିବ  ।

   Related Posts