Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||
  • ରାଜ୍ୟକୁ ପ୍ରଶଂସା କଲା RBI: ଟ୍ବିଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ
  • ||

ଆଜି ଭାରତ-ୱେଷ୍ଟଇଣ୍ଡିଜ ନିର୍ଣ୍ଣାୟକ ଟି-ଟ୍ବେଣ୍ଟି : ଉଭୟ ଟିମ୍ ପାଇଁ କର ବା ମର ସ୍ଥିତି

11/12/2019 at 10:35 AM

ମୁମ୍ବାଇ ୧୧।୧୨: ଆଜି ଭାରତ- ୱେଷ୍ଟଇଣ୍ଡିଜ ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ । ୱାଙ୍ଖେଡ଼େ ଷ୍ଟାଡିୟମ୍ ରେ ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ଖେଳାଯିବ । ତିନି ମ୍ୟାଚ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜରେ ଉଭୟ ଟିମ ବରାବର ସ୍ଥିତିରେ ଅଛନ୍ତି ।

ପ୍ରଥମ ମ୍ୟାଚ ଭାରତ ଜିତିଥିବା ବେଳେ ଦ୍ବିତୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜ ଟିମର ଭଲ ପ୍ରଦର୍ଶନ ଯୋଗୁଁ ଭାରତକୁ ସହଜରେ ପରାସ୍ତ କରିଥିଲା । ଏହି ବିଜୟ ଫଳରେ ୩ ମ୍ୟାଚ୍ ର ଟ୍ବେଣ୍ଟି-୨୦ ସିରିଜ୍ କୁ ୱେଷ୍ଟଇଣ୍ଡିଜ୍ ୧-୧ କରିପାରିଛି । ତେଣୁ ଆଜି ଖେଳାଯିବାକୁ ଥିବା ତୃତୀୟ ତଥା ଅନ୍ତିମ ଟ୍ବେଣ୍ଟି୨୦ ମ୍ୟାଚ୍ ନିର୍ଣ୍ଣାୟକ ହେବ । ଦ୍ବିତୀୟ ମ୍ୟାଚ୍ ହାରିବା ପରେ ଆଜି ଭଲ ପ୍ରଦର୍ଶନ ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ଉଭୟ ମ୍ୟାଚରେ ବ୍ୟାଟ୍‌ସମ୍ୟାନଙ୍କ ପ୍ରଦର୍ଶନ ଯୋଗୁଁ ୱେଷ୍ଟଇଣ୍ଡିଜ୍ ର ଆତ୍ମବିଶ୍ବାସ ବଢ଼ିଛି । ଅପରିବର୍ତ୍ତିତ ଏକାଦଶ ନେଇ ୱେଷ୍ଟଇଣ୍ଡିଜ୍ ମୈଦାନକୁ ଓହ୍ଲାଇପାରେ ।

   Related Posts