Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ପଞ୍ଚମ ଦିନିକିଆ ମ୍ୟାଚ୍:ନ୍ୟୁଜିଲାଣ୍ଡକୁ ୨୫୩ରନର ଲକ୍ଷ୍ୟ ଦେଲା ଭାରତ

3/02/2019 at 11:17 AM

ଓ୍ବିଲିଙ୍ଗଟନ୍  ୩/୨: ଓ୍ବିଲିଙ୍ଗଟନ୍ ଦିନିକିଆ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୨୫୩ରନ୍ କରିବାକୁ ଲକ୍ଷ୍ୟ ଦେଇଛି। ମ୍ୟାଚରେ ଭାରତ ତରଫରୁ ଅମ୍ବାତି ରାୟୁଡ଼ୁ ସବୁଠୁ ବେଶୀ ୯୦ରନ୍ କରିଛନ୍ତି। ଅଲରାଉଣ୍ଡର ବିଜୟ ଶଙ୍କର ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୪୫-୪୫ ରନର ଇନିଂସ ଖେଳିଥିଲେ। ପାଣ୍ଡ୍ୟା ନିଜ ଇନିଂସରେ ୨୨ଟି ବଲ୍ ଖେଳିଥିଲେ ଏବଂ ୫ଟି ଛକା ମାରିଥିଲେ। ନ୍ୟୁଜିଲ୍ୟାଣ୍ଡ ତରଫରୁ ମ୍ୟାଟ୍ ହେନେରୀ ୪ଟି ଏବଂ ଟ୍ରେଣ୍ଟ ବୋଲ୍ଟ ୩ଟି ଓ୍ବିକେଟ୍ ନେଇଥିଲେ। ବୋଲ୍ଟ୍ ଏହି ସିରିଜରେ ସବୁଠୁ ବେଶୀ ୧୨ଟି ଓ୍ବିକେଟ୍ ନେଇଛନ୍ତି।

    ଟ୍ରେଣ୍ଟ ବୋଲ୍ଟ ଏହି ସିରିଜର ୪ଟି ମ୍ୟାଚରୁ ସବୁଠୁ ବେଶୀ ୯ଟି ଓ୍ବିକେଟ୍ ନେଇଛନ୍ତି। ନ୍ୟୁଜିଲାଣ୍ଡ ଏବଂ ଭାରତ ମଧ୍ୟରେ ୩ଟି ମ୍ୟାଚ୍ ହୋଇଛି। ଦୁଇ ଦଳ ୧-୧ ଜିତିଛନ୍ତି। ଅଧିନାୟକ ରୋହିତ ଶର୍ମାଙ୍କ ଏହା ୨୦୧ତମ ଦିନିକିଆ ମ୍ୟାଚ୍। ଗତ ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତକୁ ୮ଓ୍ବିକେଟରେ ହରାଇଥିଲା।

   Related Posts