Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ମେଲବୋର୍ଣ୍ଣ ଟେଷ୍ଟରେ ଦୃଢ ସ୍ଥିତିରେ ଟିମ୍ ଇଣ୍ଡିଆ ; ଅଷ୍ଟ୍ରେଲିଆ ଆଗରେ ୩୯୯ ରନ୍‌ର ବିଜୟ ଲକ୍ଷ୍ୟ

29/12/2018 at 9:34 AM

ମେଲବୋର୍ଣ୍ଣ ୨୯|୧୨: ଅଷ୍ଟ୍ରେଲିଆ ମେଲବୋର୍ଣ୍ଣରେ ଭାରତ ରଚିବାକୁ ଯାଉଛି କ୍ରିକେଟରେ ଏକ ନୂଆ ଇତିହାସ । ମେଲବୋର୍ଣ୍ଣ ଟେଷ୍ଟରେ ଏକ ପ୍ରକାର ବିଜୟ ଆଡକୁ ଅଗ୍ରସର ହେଉଛି ଟିମ୍ ଇଣ୍ଡିଆ । ଦ୍ୱିତୀୟ ଇଂନିସରେ ଭାରତ ୧୦୬ ରନରେ ପାଳି ଘୋଷଣା କରିଥିବା ବେଳେ ଅଷ୍ଟ୍ରେଲିଆ ଆଗରେ ରହିଛି ୩୯୯ ରନର ବିଜୟ ଲକ୍ଷ୍ୟ । ଏପଟେ ବିଜୟ ଲକ୍ଷକୁ ପିଛା କରୁଥିବା ଘରୋଇ ଦଳ ପ୍ରାରମ୍ଭିକ ବ୍ୟାଟି ବିପର୍ଯ୍ୟୟ ସାମ୍ନା କରିଛି । ଏବେ ସୁଦ୍ଧା ୪ଟି ୱିକେଟ୍ ହରାଇ ସାରିଛି ଅଷ୍ଟ୍ରେଲିଆ । ଭାରତ ପ୍ରଥମ ଇନିଂସରେ ଭାରତ ୪୪୩ ରନ୍ କରିଥିବା ବେଳେ ଅଷ୍ଟ୍ରେଲିଆ ମାତ୍ର ୧୫୧ ରନ୍ କରିଥିଲା ।

   Related Posts