Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭରତିଆ ଟାୱାରରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା, ପରିଚୟ ଖୋଜୁଛି ପୋଲିସ
  • ||
  • ଟିୟୁସନ୍‌ ସାରି ଫେରୁଥିବା ବେଳେ ଡ୍ରେନ୍‌ ପାଣିରେ ଭାସିଗଲେ ନାବାଳକ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଛିଡୁନି ଅଡୁଆ, ହଟୁନି ସସପେନ୍ସ : ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବାକୁ ମନା କଲେ କଂଗ୍ରେସ ନେତ୍ରୀ ଅମ୍ବିକା ସୋନୀ
  • ||
  • ବର୍ଷାରେ ଭାସିଗଲା କାଠପୋଲ, ୪୨ ପରିବାର ବାହ୍ୟ ଜଗତରୁ ବିଛିନ୍ନ
  • ||
  • ଟଳିଲା ବନ୍ୟା ଆଶଙ୍କା, ମହାନଦୀ ସମେତ ଶାଖାନଦୀରେ କମୁଛି ପାଣି
  • ||
  • ତିର୍ତ୍ତୋଲ ଓ କୁଜଙ୍ଗରେ ବଢୁଛି ଦୁର୍ଦ୍ଦଶା, ୧୦ ଗାଁରେ ପଶିଲା ବନ୍ୟାଜଳ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୩୦୯ ମୃତ
  • ||
  • ସଫଳ ହେଲା SPACE-X INSPIRATION ମିଶନ, ଅନ୍ତରୀକ୍ଷରୁ ଫେରିଲେ ୪ ପର୍ଯ୍ୟଟକ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୨୩ କୋଭିଡ୍ ପଜିଟିଭ୍
  • ||

ଭାରତ ନିୟନ୍ତ୍ରଣରେ ରାଞ୍ଚି ଟେଷ୍ଟ…

21/10/2019 at 9:38 PM

ରାଞ୍ଚି ୨୧।୧୦ – ଭାରତ ନିୟନ୍ତ୍ରଣରେ ରାଞ୍ଚି ଟେଷ୍ଟ। ମହମ୍ମଦ ସାମିଙ୍କ ଘାତକ ବୋଲିଂ ଯୋଗୁ ଦ୍ବିତୀୟ ଇନିଂସରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଦକ୍ଷିଣ ଆଫ୍ରିକା। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ୮ ୱିକେଟ୍ ହରାଇ ୧୩୨ ରନ୍ କରିଛି ।ଦକ୍ଷିଣ ଆଫ୍ରିକା ଆହୁରି ୨୦୩ ରନ୍ ପଛରେ ରହିଛି ।ଭାରତ ସିରିଜ୍ ମୂଳପୋଛ କରିବା ପାଇଁ ଆଉ ମାତ୍ର ୨ ଟି ୱିକେଟ୍ ର ଆବଶ୍ୟକତା ରହିଛି । ଆଉ ହାତରେ ୨ ଦିନ ଖେଳ ବାକି ଅଛି । ଭାରତ ନିୟନ୍ତ୍ରଣରେ ରାଞ୍ଚି ଟେଷ୍ଟ। ମହମ୍ମଦ ସାମିଙ୍କ ଘାତକ ବୋଲିଂ

ଯୋଗୁ ଦ୍ବିତୀୟ ଇନିଂସରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଦକ୍ଷିଣ ଆଫ୍ରିକା। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ୮ ୱିକେଟ୍ ହରାଇ ୧୩୨ ରନ୍ କରିଛି ।ଦକ୍ଷିଣ ଆଫ୍ରିକା ଆହୁରି ୨୦୩ ରନ୍ ପଛରେ ରହିଛି ।ଭାରତ ସିରିଜ୍ ମୂଳପୋଛ କରିବା ପାଇଁ ଆଉ ମାତ୍ର ୨ ଟି ୱିକେଟ୍ ର ଆବଶ୍ୟକତା ରହିଛି । ଆଉ ହାତରେ ୨ ଦିନ ଖେଳ ବାକି ଅଛି  ।

   Related Posts