ଭାରତ ନିୟନ୍ତ୍ରଣରେ ରାଞ୍ଚି ଟେଷ୍ଟ...

Published By : Prameya-News7 Bureau | October 21, 2019 IST

ରାଞ୍ଚି ୨୧।୧୦ - ଭାରତ ନିୟନ୍ତ୍ରଣରେ ରାଞ୍ଚି ଟେଷ୍ଟ। ମହମ୍ମଦ ସାମିଙ୍କ ଘାତକ ବୋଲିଂ ଯୋଗୁ ଦ୍ବିତୀୟ ଇନିଂସରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଦକ୍ଷିଣ ଆଫ୍ରିକା। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ୮ ୱିକେଟ୍ ହରାଇ ୧୩୨ ରନ୍ କରିଛି ।ଦକ୍ଷିଣ ଆଫ୍ରିକା ଆହୁରି ୨୦୩ ରନ୍ ପଛରେ ରହିଛି ।ଭାରତ ସିରିଜ୍ ମୂଳପୋଛ କରିବା ପାଇଁ ଆଉ ମାତ୍ର ୨ ଟି ୱିକେଟ୍ ର ଆବଶ୍ୟକତା ରହିଛି । ଆଉ ହାତରେ ୨ ଦିନ ଖେଳ ବାକି ଅଛି । ଭାରତ ନିୟନ୍ତ୍ରଣରେ ରାଞ୍ଚି ଟେଷ୍ଟ। ମହମ୍ମଦ ସାମିଙ୍କ ଘାତକ ବୋଲିଂ

ଯୋଗୁ ଦ୍ବିତୀୟ ଇନିଂସରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଦକ୍ଷିଣ ଆଫ୍ରିକା। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ୮ ୱିକେଟ୍ ହରାଇ ୧୩୨ ରନ୍ କରିଛି ।ଦକ୍ଷିଣ ଆଫ୍ରିକା ଆହୁରି ୨୦୩ ରନ୍ ପଛରେ ରହିଛି ।ଭାରତ ସିରିଜ୍ ମୂଳପୋଛ କରିବା ପାଇଁ ଆଉ ମାତ୍ର ୨ ଟି ୱିକେଟ୍ ର ଆବଶ୍ୟକତା ରହିଛି । ଆଉ ହାତରେ ୨ ଦିନ ଖେଳ ବାକି ଅଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.