ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ : ଟସ୍ ଜିତିଲା ଶ୍ରୀଲଙ୍କା, ପ୍ରଥମେ ବ୍ୟାଟିଂ କରିବ ଭାରତ

Published By : Prameya-News7 Bureau | July 25, 2021 IST

କଲମ୍ବୋ ୨୫/୦୭ : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚ ଖେଳାଯିବ । ଦିନିକିଆ ଭଳି ଟ୍ବେଣ୍ଟି ଟ୍ବେଣ୍ଟିରେ ମଧ୍ୟ ସିରିଜ୍ କବଜା କରିବା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ପ୍ରଥମ ଟି-୨୦ରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା । ପ୍ରଥମେ ବ୍ୟାଟିଂ କରିବ ଭାରତ ।

ଭାରତର ପ୍ଲେଇଂ ଇଲେଭେନ୍‌ : ଶିଖର ଧାୱନ (ଅଧିନାୟକ), ପୃଥ୍ବୀ ସ’, ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା, ଦୀପକ ଚହର, ଭୁବନେଶ୍ୱର କୁମାର, ଯୁଜବେନ୍ଦ୍ର ଚହଲ, ବରୁଣ ଚକ୍ରବର୍ତ୍ତୀ

ଶ୍ରୀଲଙ୍କାର ପ୍ଲେଇଂ ଇଲେଭେନ୍ : ଅବିଷ୍କା ଫର୍ନାଣ୍ଡୋ, ମିନୋଦ ଭାନୁକା (ଓ୍ବିକେଟ କିପର), ଭାନୁକା ରାଜପକ୍ଷା, ଧନଞ୍ଜୟ ଡି ସିଲଭା, ଚରିଥ ଆସାଲଙ୍କା, ଦାସୁନ୍ ଶାନାକା (ଅଧିନାୟକ), ହସରଙ୍ଗା, ଚମିକା କରୁଣାରତ୍ନେ, ଅକିଲା ଧନଞ୍ଜୟ, ଦୁଷ୍ମାଥା ଚାମିରା, ଇସୁରୁ ଉଦାନା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.