ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘କାଶ୍ମୀର ପଣ୍ଡିତଙ୍କ ହତ୍ୟାକାରୀକୁ କ୍ଷମା ନାହିଁ’ – ଉପ ରାଜ୍ୟପାଳ
  • ||
  • ଦେଶରେ ବଢୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୨୦୨ କରୋନା ପଜିଟିଭ୍
  • ||
  • ସନ୍ଧ୍ୟାରେ ପଞ୍ଜାବ ବନାମ ଦିଲ୍ଲୀ, ‘କର ବା ମର’ ସ୍ଥିତିରେ ଉଭୟ ଟିମ୍
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୭ ପଜିଟିଭ୍
  • ||
  • ଚଣ୍ଡୀଖୋଲ: ଟ୍ରକକୁ ଧକ୍କା ଦେଲା ଟ୍ରକ୍: ଗାଡି ଆଗକୁ ଛିଟିକି ପଡିଲେ ଡ୍ରାଇଭର, ଚାଲିଗଲା ଜୀବନ
  • ||
  • କମିବ ଖରା, ବଢିବ ଗୁଳୁଗୁଳି : ଭିଜାଇବ କାଳବୈଶାଖି ବର୍ଷା
  • ||

ଏଥର ଡାକ ଘରେ ମିଳିବ ବ୍ୟାଙ୍କ୍ ସେବା, ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

2/09/2018 at 2:24 AM

ଏଥର ଡାକ ଘରେ ମିଳିବ ବ୍ୟାଙ୍କ୍ ସେବା । ଆଜି ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମ ପର୍ଯ୍ୟାୟରେ ସାରା ଦେଶରେ ୬୫୦ ଶାଖା ଏବଂ ୩ ହଜାର ୨୫୦ଟି ଉପଶାଖାକୁ କାର୍ଯ୍ୟକାରୀ କରାଯିବ । ଡିସେମ୍ବର ୩୧ ସୁଦ୍ଧା ଆଇ.ପି.ପି.ବି ବ୍ୟବସ୍ଥାକୁ ଦେଶର ୧ ଲକ୍ଷ ୫୫ ହଜାର ଡାକ ଘର ସହ ସଂଯୋଗ କରାଯିବ । ଡାକ ଘର ଗୁଡ଼ିକରେ କାର୍ଯ୍ୟରତ ୩ ଲକ୍ଷ ପୋଷ୍ଟମ୍ୟାନ୍ ଓ ଗ୍ରାମୀଣ ଡାକସେବକଙ୍କ ଜରିଆରେ ଏହି ବ୍ୟାଙ୍କ ସେବା ଉପଲବ୍ଧ ହେବ ।

   Related Posts