ଜାତିସଂଘର ସୁରକ୍ଷା ପରିଷଦକୁ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହେଲା ଭାରତ, ୮ମ ଥର ପାଇଁ ହାତେଇଲା ଅସ୍ଥାୟୀ ଆସନ

ନୂଆଦିଲ୍ଲୀ ୧୮।୦୬: ଅଷ୍ଟମ ଥର ପାଇଁ ଭାରତ ଜାତିସଂଘର ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ। ଏସିଆ ପାସିଫିକ୍  କାଟାଗୋରୀରେ ଭାରତକୁ ଅଷ୍ଟମ ଥର ପାଇଁ ଏହି ସୁଯୋଗ ମିଳିଛି ।  ୨୦୨୧-୨୨ ବର୍ଷ ପାଇଁ ବିନା କୌଣସି ଦେଶର ବିରୋଧରେ ଭାରତ ପୁଣି ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛି ।   ଯାହକି ଆଗାମୀ ଦିନରେ ଭାରତଙ୍କୁ  ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା ପାଇଁ ସହାୟକ ହୋଇପାରିବ ।   ଅଷ୍ଟମ … Continue reading ଜାତିସଂଘର ସୁରକ୍ଷା ପରିଷଦକୁ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହେଲା ଭାରତ, ୮ମ ଥର ପାଇଁ ହାତେଇଲା ଅସ୍ଥାୟୀ ଆସନ