Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ବ୍ରାଉନସୁଗାର ସେବନକୁ ବିରୋଧ କରିବାରୁ ମାରଣାସ୍ତ୍ର ଧରି ଗୋଡାଇଲେ ଯୁବକ, ୩ ଗିରଫ, ୧୦ ଗ୍ରାମ ବ୍ରାଉନସୁଗାର ଜବତ
  • ||
  • ଭୁବନେଶ୍ବର : କୋଭିଡ୍ ଦ୍ବାରା କ୍ଷତିଗ୍ରସ୍ତ ଅନେକ ଅର୍ଗାନ୍ ରହୁନି ସୁରକ୍ଷିତ – ଡିଏମଇଟି
  • ||
  • ୫୦ ନେତାଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ଫୋନ୍ : ‘ଆପଣଙ୍କ ଟିକେଟ୍ କନଫର୍ମ୍, ନିର୍ବାଚନ ପାଇଁ ପ୍ରସ୍ତୁତ ହୁଅ’
  • ||
  • ଇଟ୍ଟାନଗର : ପୁଣି ଥରିଲା ଅରୁଣାଞ୍ଚଳ ପ୍ରଦେଶ, ଇଟ୍ଟାନଗରରେ ଭୂକମ୍ପ ଝଟ୍‌କା
  • ||
  • ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ଅନୁଯାୟୀ ବ୍ୟବହାର ହେବ ଷ୍ଟେରଏଡ୍ – ନିରଞ୍ଜନ ମିଶ୍ର
  • ||
  • ଭୁବନେଶ୍ବର : ଦ୍ବିତୀୟ ଲହର ଅପେକ୍ଷା ତୃତୀୟ ଲହର ପ୍ରଭାବ କମ୍, ତଥାପି ଜୋରଦାର କରିବାକୁ ପଡିବ ଟିକାକରଣ – ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ପାଟଣା : ଘରେ ଶୋଇଥିବା ବେଳେ କାମୁଡିଦେଲା ସାପ, ଚାଲିଗଲା ମହିଳାଙ୍କ ଜୀବନ
  • ||
  • ଆଜିଠୁ ବଢିବ ବର୍ଷା, ୧୧ ଜିଲ୍ଲାରେ ପ୍ରବଳ ଛେଚିବ
  • ||
  • ଭଞ୍ଜନଗର : କଲଭର୍ଟ ନିକଟରୁ ମିଳିଲା ମୃତଦେହ, ଠେଙ୍ଗାରେ ପିଟିପିଟି ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ପରିବା କିଣିବା ବେଳେ ଅମିନଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ସାରା ଦେଶ ପାଳନ କରୁଛି ୭୦ତମ ଗଣତନ୍ତ୍ର ଦିବସ ; ନୂଆଦିଲ୍ଲୀ ରାଜମାର୍ଗରେ ବ୍ୟାପକ ପ୍ରସ୍ତୁତି

26/01/2019 at 8:33 AM

ନୂଆଦିଲ୍ଲୀ ୨୬|୧: ଭାରତ ସାଧାରଣତନ୍ତ୍ର ଆଜି ୭୧ ବର୍ଷରେ ପଦାର୍ପଣ କରିଛି । ଏହା ଆମକୁ ଆମ ଗଣତନ୍ତ୍ର ଓ ସାଧାରଣତନ୍ତ୍ରର ମୂଲ୍ୟବୋଧ ସ୍ମରଣ କରିବାର ଅବକାଶ ଦେଇଛି । ଯେଉଁ ତ୍ୟାଗ, ବଳିଦାନ ଓ ଅଙ୍ଗୀକାର ନେଇ ଆମ ପୂର୍ବସୂରୀ ଦେଶକୁ ସ୍ବାଧୀନ କରିବା ସହିତ ଏକ ସାର୍ବଭୌମ ସାଧାରଣତନ୍ତ୍ରରେ ପରିଣତ କରିଥିଲେ ସେଥିରେ ଆମର ସଫଳତାର ସମୀକ୍ଷା ପାଇଁ ପୁନର୍ବାର ଏକ ସୁଯୋଗ ଆଣିଛି । ତେଣୁ ଦେଶ କିପରି ଚାଲିବ ଓ ତାକୁ କିଏ ଚଳାଇବା ସେ ମୌଳିକ ଦାୟିତ୍ବ ଆମ ଉପରେ ନ୍ୟସ୍ତ । ଆସନ୍ତୁ ଗଣନ୍ତ୍ର ଦିବସରେ ଆମେ ଆମ ଅଧିକାର, ଆମ ଦେଶ ଓ ଭବିଷତ ସମ୍ପର୍କରେ ଆଇଥରେ ଚିନ୍ତା କରିବା ।

ଆଜି ସାରା ଦେଶ ପାଳୁଛି ୭୦ତମ ଗଣତନ୍ତ୍ର ଦିବସ । ନୂଆଦିଲ୍ଲୀର ରାଜମାର୍ଗ ଏଥିପାଇଁ ପ୍ରସ୍ତୁତି । ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୁରା ଦିଲ୍ଲୀକୁ ସିସିଟିଭି ନଜରରେ ରଖାଯାଇଛି । ୨୫ ହଜାର ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି । ପରେଡେରେ ଅଭିବାଦନ ଗ୍ରହଣ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

   Related Posts