Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ବିଶ୍ୱକପ ନ ଜିତି ମଧ୍ୟ ଏକ ଦିବସୀୟ ମ୍ୟାଚର ବାଦଶାହ ହେଲା ଭାରତ

27/06/2019 at 1:13 PM

ମଞ୍ଚେଷ୍ଟର ୨୭/୬ : ୨୦୧୯ ବିଶ୍ୱକପ ବର୍ତ୍ତମାନ ଚରମ ସୀମାରେ ପହଂଚିଛି । ଏହି ଟୁର୍ନାମେଣ୍ଟରେ ଭାରତୀୟ ଟିମ ଏବେ ପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ ହରିନାହିଁ । ଆଜି ଭାରତ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିବ । ଆଜି ଯଦି ବେସିଣ୍ଡିଜ ବିପକ୍ଷରେ ଭାରତ ମ୍ୟାଚ ଜିତିଯାଏ ତାହେଲେ ସେମି ଫାଇନାଲରେ ପ୍ରବେଶ କରିବ ।

ଏହି ଟୁର୍ନାମେଣ୍ଟରେ ଇଂଲଣ୍ଡ ୩ଟି ମ୍ୟାଚ ହାରିସାରିଛି । ଯେଉଁଥିପାଇଁ ଇଂଲଣ୍ଡର ରେଂକିଙ୍ଗ ୨ ଅଙ୍କ କମିଯାଇଛି । ଭାରତୀୟ ଟିମ ୧୨୩ ଅଙ୍କ ସହ ପ୍ରଥମ ସ୍ଥାନରେ ରହିଛି । ତେବେ ଏହା କହିବା ଭୁଲ ହେବନାହିଁ ଯେ, ଟିମ ଇଣ୍ଡିଆ ବିଶ୍ୱକପ ନଯିତି ମଧ୍ୟ ଏକ ଦିବସୀୟ କ୍ରିକେଟର ବାଦଶାହ ହୋଇଯାଇଛି ।

ୟାନ ମୋରଗନଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ଟିମ ଗତ ବର୍ଷେ ହେଲା ପ୍ରଥମ ସ୍ଥାନରେ ଥିଲା ।

   Related Posts