ବିଶ୍ୱକପ ନ ଜିତି ମଧ୍ୟ ଏକ ଦିବସୀୟ ମ୍ୟାଚର ବାଦଶାହ ହେଲା ଭାରତ
27/06/2019 at 1:13 PM

ମଞ୍ଚେଷ୍ଟର ୨୭/୬ : ୨୦୧୯ ବିଶ୍ୱକପ ବର୍ତ୍ତମାନ ଚରମ ସୀମାରେ ପହଂଚିଛି । ଏହି ଟୁର୍ନାମେଣ୍ଟରେ ଭାରତୀୟ ଟିମ ଏବେ ପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ ହରିନାହିଁ । ଆଜି ଭାରତ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିବ । ଆଜି ଯଦି ବେସିଣ୍ଡିଜ ବିପକ୍ଷରେ ଭାରତ ମ୍ୟାଚ ଜିତିଯାଏ ତାହେଲେ ସେମି ଫାଇନାଲରେ ପ୍ରବେଶ କରିବ ।
ଏହି ଟୁର୍ନାମେଣ୍ଟରେ ଇଂଲଣ୍ଡ ୩ଟି ମ୍ୟାଚ ହାରିସାରିଛି । ଯେଉଁଥିପାଇଁ ଇଂଲଣ୍ଡର ରେଂକିଙ୍ଗ ୨ ଅଙ୍କ କମିଯାଇଛି । ଭାରତୀୟ ଟିମ ୧୨୩ ଅଙ୍କ ସହ ପ୍ରଥମ ସ୍ଥାନରେ ରହିଛି । ତେବେ ଏହା କହିବା ଭୁଲ ହେବନାହିଁ ଯେ, ଟିମ ଇଣ୍ଡିଆ ବିଶ୍ୱକପ ନଯିତି ମଧ୍ୟ ଏକ ଦିବସୀୟ କ୍ରିକେଟର ବାଦଶାହ ହୋଇଯାଇଛି ।
ୟାନ ମୋରଗନଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ଟିମ ଗତ ବର୍ଷେ ହେଲା ପ୍ରଥମ ସ୍ଥାନରେ ଥିଲା ।
Related Posts
ପୋଲିସ ଆକ୍ସନ ଭୟ, ସୀମାରେ ରାତି ସାରା ଅନିଦ୍ରା ରହିଲେ ଚାଷୀ
28 January 2021
ଆସନ୍ତାକାଲିଠୁ ବଜେଟ ଅଧିବେଶନ, ସର୍ବଦଳୀୟ ବୈଠକ ଡାକିଲେ ରାଜ୍ୟସଭା ଅଧ୍ୟକ୍ଷ
28 January 2021