Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଟି-ଟ୍ବେଣ୍ଟି : ଅଷ୍ଟ୍ରେଲିଆକୁ ହରାଇଲା ଭାରତ : ୧-୧ ସିରିଜରେ କଲା ବରାବର

25/11/2018 at 5:20 PM

ଭାରତ ଟି-ଟ୍ବେଣ୍ଟି ସିରିଜରେ ଶେଷ ମ୍ୟାଚରେ ଅଷ୍ଟ୍ରେଲିଆକୁ ୬ଓ୍ବିକେଟରେ ହରାଇଛି। ସିଡନୀରେ ହେଉଥିବା ଏହି ମ୍ୟାଚକୁ ଜିତି ଭାରତ ସିରିଜ ୧-୧ରେ ବରାବର କରିଛି। ଏଥି ସହ ଭାରତୀୟ ଦଳ ଶେଷ ୯ସିରିଜରୁ ଅପରାଜୟର ଧାରାକୁ ବଜାୟ ରଖିଛି।

   Related Posts