Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

ଭାରତ -ୱେଷ୍ଟଇଣ୍ଡିଜ ତିନି ଟିକିଆ ଟି ଟ୍ବେଣ୍ଟି ସିରିଜର ଶେଷ ମ୍ୟାଚରେ ଭାରତର ରୋମା଼ଞ୍ଚକର ବିଜୟ: ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ହରାଇଲା ଭାରତ

12/11/2018 at 11:05 AM

ଭାରତ -ୱେଷ୍ଟଇଣ୍ଡିଜ ତିନି ଟିକିଆ ଟି ଟ୍ବେଣ୍ଟି ସିରିଜର ଶେଷ ମ୍ୟାଚରେ ଭାରତର ରୋମା଼ଞ୍ଚକର ବିଜୟ। ୱେଷ୍ଟ ଇଣ୍ଡିଜକୁ ୬ ୱିକେଟରେ ହରାଇଲା ଭାରତ। ଏଥସହିତ ତିନି ଟିକିଆ ସିରିଜକୁ ୩-୦ରେ କ୍ଲିନ ସୁଇପ କରିଛି ଭାରତ। ୱେଷ୍ଟଇଣ୍ଡିଜ ଦଳ ପ୍ରଥମେ ବ୍ୟାଟିଂ କରି ୩ ୱିକେଟ ହରାଇ ଭାରତକୁ ୧୮୧ରନ କରିପାରିଥିଲା। ୧୮୨ରନର ବିଜୟ ଲକ୍ଷ୍ୟ ହାସଲ କରିବାକୁ ଯାଇ ସିରିଜର ଅନ୍ତିମ ମ୍ୟାଚ ରୋମାଞ୍ଚକରଭାବେ ଶେଷ ହୋଇଥିଲା।ମ୍ୟାଚର ଫଇସଲା ଶେଷ ବଲ ପର୍ଯ୍ୟନ୍ତ ଯାଇଥିଲା। ଶେଷ ବଲରେ ମନୀଷ ପାଣ୍ଡେ  ଏକ ରନ ଚୋରାଇ ନେବାରୁ ହାରିଲା ଇଣ୍ଡିଜ। ଓପନର ଶିଖର ଧାୱନ ଓ ରିଷଭ ପନ୍ତଙ୍କ ଧୁଆଁଧାର ବ୍ୟାଟିଂ ଦର୍ଶକଙ୍କୁ ପୁରା ମନୋରଞ୍ଚନ ଦେବା ସହ ଇଣ୍ଡିଜ ହାତରୁ ମ୍ୟାଚ ଛଡାଇ ନେଇଥିଲା ।

   Related Posts