ଭାରତ-ନ୍ୟୁଜିଲାଣ୍ଡ ୨ୟ ଟି-୨୦ : ନ୍ୟୁଜିଲାଣ୍ଡକୁ ୭ଓ୍ବିକେଟ୍‌ରେ ହରାଇଲା ଭାରତ

Published By : Prameya-News7 Bureau | February 08, 2019 IST

ଅକଲାଣ୍ଡ ୮|୨: ଦ୍ବିତୀୟ ଟି-୨୦ରେ ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ । ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ହରାଇଛି ଟିମ ଇଣ୍ଡିଆ । ପ୍ରଥମେ ଟସ୍ ଜିତି ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ୍   ହରାଇ ୧୫୮ ରନ୍  କରିଥିଲା କ୍ବିଇ ଟିମ୍ । ଭାରତୀୟ ବୋଲର୍  କୁନାଲ୍  ପାଣ୍ଡ୍ୟା ୩ ଉଇକେଟ୍ ନେଇ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା ହୋଇଥିଲେ । ତେବେ ୧୫୯ ଟାର୍ଗେଟକୁ ପିଛା କରି ୩ ୱିକେଟ ବିନିମୟରେ ମ୍ୟାଚ ଜିତି ନେଇଛି ଭାରତ । ରୋହିତ ଶର୍ମା ସର୍ବାଧିକ ୫୦ ରନ କରକିଥିଲେ ।  ଏହି ବିଜୟ ସହ ତିନି ଟିକିଆ ଟି-୨୦ ସିରିଜରେ ୧-୧ରେ ସ୍ଥିତି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.