Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ଯୁଦ୍ଧ: ସୀମାରେ ମୁହାଁମୁହିଁ ଭାରତ-ପାକିସ୍ତାନ , ମୁହଁତୋଡ଼ ଜବାବ ଦେଉଛି ଭାରତ

26/02/2019 at 5:43 PM

କାଶ୍ମୀର ୨୬/୨- ଭାରତ ସୀମାରେ ପାକିସ୍ତାନ-ଭାରତ ମଧ୍ୟରେ ମୁହାଁମୁହିଁ । ପୁଂଜ ସେକ୍ଟରରେ ଅସ୍ତ୍ରବିରତି ଉଲଙ୍ଘନ କରି ପାକିସ୍ତାନ କରୁଛି ଗୁଳିବର୍ଷା । ଏହାର ମୁହଁତୋଡ଼ ଜବାବ ଦେଉଛି ଭାରତ ।

ମଙ୍ଗଳବାର ଭୋର ୩.୩୦ରେ ଭାରତ କରିଥିଲା ସର୍ଜିକାଲ ଷ୍ଟ୍ରାଇକ । ଏହି ସର୍ଜିକାଲ ଷ୍ଟ୍ରାଇକରେ ୩୦୦ରୁ ଉର୍ଦ୍ଧ ଆତଙ୍କୀ ମୃତାହତ ହୋଇଥିଲେ ।

ପାକିସ୍ତାନ ଆଜି ସୀମାରେ ଅସ୍ତ୍ରବିରତି ଉଲଙ୍ଘନ କରି ପ୍ରବଳ ଗୁଳିଗୋଳା ବର୍ଷଣ କରୁଛି ।ସେପଟେ ଭାରତ ସର୍ଜିକାଲ ଷ୍ଟ୍ରାଇକ କରିଥିବା ସ୍ଥାନକୁ ପାକିସ୍ତାନ ସେନା ଜଗିରହିଥିବାର ସୂଚନା ମିଳିଛି ।

   Related Posts