Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ସାଉଥଆମ୍ପଟନରେ ପାଗ ସଫା : ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇପାରେ ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ

19/06/2021 at 2:25 PM

ସାଉଥଆମ୍ପଟନ ୧୯/ ୦୬ : ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମୁକାବିଲାର ପ୍ରଥମ ଦିନ ବର୍ଷା ଧୋଇନେଇଥିଲା । ସାଉଥଆମ୍ପଟନରେ ଏଭଳି ବର୍ଷା ହୋଇଥିଲା ଯେ, ଟସ୍‌ ପକାଇବା ମଧ୍ୟ ସମ୍ଭବପର ହୋଇନଥିଲା । କିନ୍ତୁ କ୍ରିକେଟ ପ୍ରଶଂସକଙ୍କ ପାଇଁ ଦ୍ବିତୀୟ ଦିନ ଖେଳକୁ ନେଇ ଖୁସି ଖବର ରହିଛି । ବର୍ତ୍ତମାନ ସାଉଥଆମ୍ପଟନରେ ବର୍ଷା ବନ୍ଦ ହୋଇଯାଇଛି ଏବଂ ପାଗ ମଧ୍ୟ ସୁଖିଲା ହୋଇଯାଇଛି । ପ୍ରଥମ ଦିନ ଅପେକ୍ଷା ଆଜି ବର୍ଷାର ପୂର୍ବାନୁମାନ ନେଇ ଭଲ ଖବର ରହିଛି ।
ତେବେ ପାଗ ଭଲ ହୋଇଯାଇଥିବାରୁ ଆଉ କିଛି ସମୟ ମଧ୍ୟରେ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚ ଆରମ୍ଭ ହେବ । ଶନିବାର ଦ୍ବିତୀୟ ଦିନ ଠିକ ସମୟରେ ଟସ୍‌ ପଡିପାରେ ।

   Related Posts