Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏସୀୟ କ୍ରୀଡ଼ା : ଭାରତକୁ ମିଳିଲା ଆଉ ୨ଟି ସ୍ୱର୍ଣ୍ଣ

1/09/2018 at 9:49 PM

ଜାକର୍ତ୍ତା ୧|୯: ଏସୀୟ କ୍ରୀଡ଼ା- ଭାରତକୁ ମିଳିଲା ଆଉ ୨ଟି ସ୍ୱର୍ଣ୍ଣ । ବକ୍ସିଂ ଓ ବ୍ରିଜ୍ ରେ ଦୁଇଟି ସ୍ୱର୍ଣ୍ଣ ପଦକ ମିଳିଛି । ପୁରୁଷ ୪୯ କେଜି ବର୍ଗରେ ଭାରତ ପାଇଁ ଗୌରବ ଆଣିଛନ୍ତି ଅମିତ୍ ପଙ୍ଘାଲ । ଅମିତ ଉଜ୍ ବେକିସ୍ତାନର ଅଲମ୍ପିକ୍ ଚାମ୍ପିଅନ୍ ହାସନବୟ ଦୁସ୍ ମାତୋଭ୍ ଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସେପଟେ ପୁରୁଷ ବ୍ରିଜ୍‌ରେ ପ୍ରଣବ ବର୍ଦ୍ଧନ ଓ ଶିବନାଥ ସରକାରଙ୍କୁ ସ୍ୱର୍ଣ୍ଣ ପଦକ ମିଳିଛି ।

   Related Posts