ଭାରତ-ଇଂଲଣ୍ଡ ପ୍ରଥମ ଟି-ଟ୍ବେଣ୍ଟି : ଟସ୍ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି, ଜାଣନ୍ତୁ ଉଭୟ ଟିମ୍‌ର ପ୍ଲେଇଂ ଇଲେଭେନ୍‌...

Published By : Prameya-News7 Bureau | March 12, 2021 IST

ଅହମ୍ମଦାବାଦ ୧୨/୦୩ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି  ୫ ମ୍ୟାଚ୍‌ ବିଶିଷ୍ଟ ଟି-ଟ୍ବେଣ୍ଟି  । ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଭ୍ରମଣକାରୀ ଇଂଲଣ୍ଡ । ଇଂଲଣ୍ଡ ଅଧିନାୟକ ଟସ୍‌ ଜିତିବା ପରେ ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି ।

ଇଂଲଣ୍ଡର ଚୂଡାନ୍ତ ଏକାଦଶ : ଜେସନ୍‌ ରୟ, ଜୋସ୍‌ ବଟଲର, ଡେଭିଡ୍‌ ମଲାନ, ଜୋନି ବୟାରିଷ୍ଟୋ, ଇୟନ୍‌ ​‌ମୋର୍ଗାନ୍‌, ବେନ୍ ଷ୍ଟୋକସ୍‌, ସାମ୍‌ କରନ୍‌, ଜୋଫ୍ରା ଆର୍ଚର, କ୍ରିସ୍‌ ଜୋର୍ଡନ୍, ଆଦିଲ ରସିଦ ଏବଂ ମାର୍କ ବୁଡ୍

Image

ଭାରତର ଚୂଡାନ୍ତ ଏକାଦଶ : କେଏଲ. ରାହୁଲ, ଶିଖର ଧାଓ୍ବନ, ବରାଟ କୋହଲି, ଶ୍ରେୟସ୍‌ ଆୟର, ଋଷଭ ପନ୍ତ, ହାର୍ଦ୍ଧିକ ପାଣ୍ଡ୍ୟା, ଓ୍ବାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ଭୁବନେଶ୍ବର କୁମାର, ସାର୍ଦ୍ଦୁଳ ଠାକୁର ଏବଂ ୟୁଜବେନ୍ଦ୍ର ଚହଲ  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.