Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ମଜୁରି ଲାଗିଲେ ଘରେ ଚୁଲି ଜଳେ , ତାଙ୍କ ବ୍ୟାଙ୍କ ଖାତାକୁ କେମିତି ଆସିଲା ୧.୪୭କୋଟି ଟଙ୍କା ?

3/02/2020 at 12:59 PM

ଉମରକୋଟ ୦୩।୦୧: ଦିନ ମଜୁରିଆଙ୍କୁ ଆୟକର ଵିଭାଗର ନୋଟିସ୍ । ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ପୂଜାରୀଭରଣ୍ଡି ଗାଁର ଦିନ ମଜୁରିଆ ସନଧର ଗଣ୍ଡଙ୍କୁ ଆୟକର ବିଭାଗ ପକ୍ଷରୁ ନୋଟିସ୍‌ ଆସିଛି । ସନଧର ଗଣ୍ଡଙ୍କୁ ୨ଲକ୍ଷ ୫୯ ହଜାର ୫୪୦ ଟଙ୍କା ବାନ୍ଧିବାକୁ ନୋଟିସ୍ ।

ସୂଚନାଯୋଗ୍ୟ ଯେ, ସନଧର କିଛି ବର୍ଷ ହେଲା ପୂଜାରୀଗୁଡା ଗାଁର ଜଣେ ବ୍ୟବସାୟୀଙ୍କ ପାଖରେ କାମ କରୁଆସୁଛନ୍ତି । ତାଙ୍କ ଅଜାଣତରେ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲା ଯାଇଥିବା ସେ କହିଛନ୍ତି । ସନଧରଙ୍କ ଅଜାଣତରେ ଉମରକୋଟ   ICICI Bank ରେ ତାଙ୍କ ନାଁ ରେ ୧ କୋଟି ୪୭ ଲକ୍ଷ ୮୨ ହଜାର ୫୭ ଟଙ୍କା କାରଵାର ହୋଇଥିଲା ।  ତେବେ ଟଙ୍କା କାରବାର ନେଇ ତାଙ୍କୁ କିଛି ଜଣା ନଥିବା ପ୍ରକାଶ କରିଛନ୍ତି ।

   Related Posts