ଠିକା ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ମିଳିବ ଇନସେନଟିଭ୍, ଆଶା କର୍ମୀଙ୍କୁ ବି ମିଳିବ ଅଧିକ ହଜାରେ ଟଙ୍କା

Published By : Prameya-News7 Bureau | April 29, 2021 IST

ଭୁବନେଶ୍ବର ୨୯।୪: କୋଭିଡ୍ ଡ୍ୟୁଟିରେ ଥିବା ଠିକା ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଇନସେନଟିଭ୍ । ଆଉଟ୍ ସୋର୍ସ କର୍ମଚାରୀଙ୍କୁ ମଧ୍ୟ ଦିଆଯିବ ଇନସେନଟିଭ୍ । ଏମାନଙ୍କୁ ମାସକର ଦରମା ଅଧିକ ଦେବାକୁ ଘୋଷଣା କରାଯାଇଛି । ସେହିପରି ଆଶା କର୍ମୀଙ୍କୁ ଅଧିକ ହଜାରେ ଟଙ୍କା ଇନସେନଟିଭ୍ ମିଳିବ । ଅପ୍ରେଲରୁ ଜୁଲାଇ ପର୍ଯ୍ୟନ୍ତ କୋଭିଡ୍ କାର୍ଯ୍ୟ ପାଇଁ ଦିଆଯିବ । ଏ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି ।

{"id":445926,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.