ଭୁବନେଶ୍ବର ଲିଙ୍ଗରାଜ ରୋଡ୍ ରେଲୱେ ଓଭର୍ ବ୍ରିଜ୍ ର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
23/08/2018 at 6:25 PM

ଭୁବନେଶ୍ବର ଲିଙ୍ଗରାଜ ରୋଡ୍ ରେଲୱେ ଓଭର୍ ବ୍ରିଜ୍ ର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୬୫୩ ମିଟରର ଓଭର୍ ବ୍ରିଜର ୨୦୧୨ରେ ଶୁଭ ଦିଆଯାଇଥିଲା । ଓଭର୍ ବ୍ରିଜ୍ ନିର୍ମାଣ ପାଇଁ ୩୨ କୋଟିରୁ ଅଧିକ ଟଙ୍କା ବ୍ୟୟ କରାଯାଇଛି ।