Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ଭାରତର ଏହି ୩ଟି ଚଳଚ୍ଚିତ୍ରରେ ଖଳନାୟକ ଅଭିନେତ୍ରୀଙ୍କୁ ଭୟଙ୍କର ଭାବେ କରିଛନ୍ତି ହତ୍ୟା

20/10/2019 at 4:44 PM

୧- ଥେରୀ: ୨୦୧୬ ମସିହାରେ ଆକ୍ସନ ଫିଲ୍ମ ଥେରୀ ରିଲିଜ ହୋଇଥିଲା। ଏହି ଫିଲ୍ମୃର ନିର୍ଦ୍ଦେଶକ ତଥା ଲେଖକ ହେଉଛନ୍ତି ଏଟ୍‌ଲୀ କୁମାର। ଫିଲ୍ମର ନିର୍ମାତା ହେଉଛନ୍ତି କଲିପୁଲି ଏସ ଥାନୁ। ଏହି ଚଳଚ୍ଚିତ୍ରରେ ଅଭିନେତା ବିଜୟ, ସାମନ୍ଥା ରୁଥ ପ୍ରଭୁ, ଏମି ଜ୍ୟାକସନ୍‌, ମହେନ୍ଦ୍ର, ପ୍ରଭୁ ଓ ରାହାଦିକା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ଖଳନାୟକ ବିଜୟର ପରିବାର ଓ ଅଭିନେତ୍ରୀକୁ ମାରିଦିଏ। ଖୁବ ଭୟଙ୍କର ଭାବେ ସାମାନ୍ଥା ଫିଲ୍ମରେ ହତ୍ୟାକରାଯାଇଛି ।

୨- ଗଜନୀ: ୨୦୦୮ ମସିହାରେ ଆକ୍ସନ ଥ୍ରିଲର ଫିଲ୍ମ ଗଜନୀ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମର ନିର୍ମାତା ହେଉଛନ୍ତି ଟେଗୋର ମଧୁ ଓ ମଧୁ ମଂଟେନା ।ଏହି ଫିଲ୍ମରେ ଆମୀର ଖାନ, ଆସିନ, ଜିୟା ଖାନ, ଓ ପ୍ରଦୀପ ରାୱତ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ଆସୀନ ବହୁତ ଖରାପ ଭାବେ  ଗଜନୀର ଭିଲିୟାନ ବା ଖଳନାୟକ ହତ୍ୟା କରିଛନ୍ତି ।

୩- ଏକ ଭିଲେନ : ୨୦୧୪ ମସିହାରେ ରୋମାଣ୍ଟିକ ଆକ୍ସନ ଥ୍ରିଲର ଫିଲ୍ମ ଏକ ଭିଲେନ ରିଲିଜ ହୋଇଥିଲା। ଏହି ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ମୋହିତ ସୂରି। ଏହି ଫିଲ୍ମରେ ରିତେଶ ଦେଶମୁଖ, ସିଦ୍ଧାର୍ଥ ମଲହୋତ୍ରା ଓ ଶ୍ରଦ୍ଧା କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ବଲିଉଡର କମେଡି କିଙ୍ଗ ରିତେଶ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମରେ ରିତେଶ ଶ୍ରଦ୍ଧାଙ୍କୁ ଭୟଙ୍କର ଭାବେ ମାରିଛନ୍ତି।

   Related Posts