Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଏଠାରେ ବରର ସାଙ୍ଗମାନେ ଖୋଲିଥାଆନ୍ତି କନିଆଁଙ୍କ ପୋଷାକ : ପଢ଼ନ୍ତୁ ପୂରା ଘଟଣା

25/08/2019 at 11:32 AM

​‌ବେଜିଂ ୨୫/୮: ସମାଜରେ ଏପରି ସବୁ ପରମ୍ପରା ରହିଛି ଯାହା ବିଷୟରେ ଆମେ ଶୁଣିଲେ ଆମକୁ ଆଶ୍ଚର୍ଯ୍ୟ ଲାଗିବ। ବିଚିତ୍ର ପରମ୍ପରାକୁ ଆଜି ବି ଲୋକେ ମାନି ଚଳୁଛନ୍ତି। ଏପରି ପରମ୍ପରା ଦୀର୍ଘ ଦିନରୁ ଚାଲି ଆସୁଛି। ଆଜି ଆମେ ଏପରି ପରମ୍ପରା ବିଷୟରେ କହିବୁ ଯାହା ଅତ୍ୟନ୍ତ ବିଚିତ୍ର।

ଏପରି ଏକ ବିଚିତ୍ର ପରମ୍ପରା ରହିଛି ଚାଇନାରେ ଯାହା ନୂଆ ବିବାହ କରିଥିବା ସ୍ବାମୀ ସ୍ତ୍ରୀ ଉଭୟଙ୍କ ସହ କରାଯାଇଥାଏ। ଯୁବକ ଏବଂ ଯୁବତୀଙ୍କ ଯେତେବେଳେ ବିବାହ ହୋଇଥାଏ ବିବାହ ସମୟରେ ଅନେକ ପ୍ରକାରର ରୀତିନୀତି ପାଳନ କରାଯାଇଥାଏ। ଏସବୁ ପ୍ରଥା ମଧ୍ୟରେ ଏପରି ଏକ ପ୍ରଥା ରହିଥାଏ ଯାହା ନବ ବିବାହିତ କନ୍ୟା ପାଇଁ ଲଜ୍ଜାର କାରଣ ହୋଇଥାଏ।

ଏହି ପ୍ରଥାକୁ କେତେକ ଲୋକ ପାଳନ କରୁଥିବାବେଳେ କେତେକ ଲୋକ ବିରୋଧ କରିଥାଆନ୍ତି। ଏହି ପ୍ରଥାରେ ଏପରି ହୋଇଥାଏ ଯେ ଯେତେବେଳେ ବର କନ୍ୟା ଏକାଠି ଥାଆନ୍ତି ସେତେବେଳେ ବରର ସାଙ୍ଗମାନେ ବର ସାମନାରେ କନିଆଁର ପୋଷାକ ଖୋଲିଥାଆନ୍ତି। ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥାଏ ଯାହାକୁ ଦେଖି ଲୋକେ ବହୁତ ଖରାପ କମେଣ୍ଟ ଦେଇଛନ୍ତି ଏବଂ ଏହାକୁ ଅଶ୍ଳୀଳ ବୋଲି କହିଛନ୍ତି।

ପ୍ରକୃତରେ,ଚୀନରେ ଏପରି ଗେମ୍ ମଧ୍ୟ ଖେଳାଯାଇଥାଏ ଯାହାକୁ ଏକ ପରମ୍ପରାର ନାଁ ଦିଆଯାଇଥାଏ। ଏହି ପରମ୍ପରାରେ କନିଆଁ ଯେତେ ମନା କଲେ ମଧ୍ୟ ବରର ସାଙ୍ଗମାନେ ତାଙ୍କ କଥା ଶୁଣନ୍ତି ନାହିଁ ଏବଂ ତାଙ୍କ ପୋଷାକ ଖୋଲି ଦେଇଥାଆନ୍ତି।

   Related Posts