Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଆଜି ରାଜ୍ୟରୁ ୨୧୬୫ ଜଣ ଆକ୍ରାନ୍ତ ସୁସ୍ଥ, ହେଲେ ସ୍ଥିତି ସଙ୍ଗିନ୍‌

22/04/2021 at 9:38 PM

ଭୁବନଶ୍ବେର ୨୧/୪:  ଗତ ୨୪ ଘଣ୍ଟାରେ ରାଜ୍ୟରେ ୬,୧୬୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ପୁଣିଥରେ ବୃଦ୍ଧି ପାଉଥିବା ବେଳେ ଆରୋଗ୍ୟଙ୍କ ସଖ୍ୟା ଧିରେ ଧିରେ ବଢ଼ୁଛି । ଗୁରୁବାର ୨୧୬୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଜି ନୂଆପଡ଼ାରୁ ସର୍ବାଧିକ ୪୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ର ୨୪୧, ଖୋର୍ଦ୍ଧାର ୧୯୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି।

ଏହା ବ୍ୟତୀତ ସମ୍ବଲପୁର ୧୧୪,  କେନ୍ଦୁଝର ୯୮, ନବରଙ୍ଗପୁର ୯୬, ବଲାଙ୍ଗିର ୯୦, ବରଗଡ଼ ୭୯, ବାଲେଶ୍ବର ୭୮, ଝରସୁଗୁଡ଼ା ୭୦, ପୁରୀ ୭୦, କଳାହାଣ୍ଡି ୬୫, ମୟୁରଭଞ୍ଜ ୬୦, କଟକ ୫୯, ଦେଓଗଡ଼ ୫୧, ଯାଜପୁର ୫୦, ଗଞ୍ଜାମ ୪୯, ଅନୁଗୁଳୁ ୪୮, ଭଦ୍ରକ ୩୦, ଗଜପତି ୨୮, ରାୟଗଡ଼ା ୨୪, ଜଗତ୍‌ସିଂହପୁର ୨୧, ସୋନ୍‌ପୁରରୁ ୧୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।  

   Related Posts