ପରିବେଶ ଦୂଷିତ ଯୋଗୁଁ ଦିଲ୍ଲୀରେ ୨ ଦିନ ସ୍କୁଲ ବନ୍ଦ

Published By : Prameya-News7 Bureau | November 13, 2019 IST

ନୂଆଦିଲ୍ଲୀ - ଶୀତଦିନେ ଦିଲ୍ଲୀର ପରିବେଶ ଅତି ଦୂଷିତ ହୋଇଯାଇଥାଏ । ଦିଲ୍ଲୀର ପାର୍ଶ୍ୱବର୍ତ୍ତୀ ରାଜ୍ୟ ହରିୟାଣା ଓ ପଞ୍ଜାବରେ ଚାଷଜମିରେ ଥିବା ନଡାକୁ ଚାଷୀମାନେ ଜଳାଇ ଥାଆନ୍ତି । ଏହା ପରିବେଶକୁ ଅଦିକ ଦୂଷିତ କରିଥାଏ । ଏବେ ଦିଲ୍ଲୀର ବାୟୁମଣ୍ଡଳ ବିଷାକ୍ତ ହୋଇଯାଇଛି । ଏଥିପାଇଁ ଗୁରୁବାର ଓ ଶୁକ୍ରବାର ସମସ୍ତ ବିଦ୍ୟାଳୟରେ ଛୁଟି ଘୋଷଣା କରାଯାଇଛି ।

wp:core-embed/twitter {"url":"https://twitter.com/ANI/status/1190454316642865152?s=20","type":"rich","providerNameSlug":"twitter","className":""}
https://twitter.com/ANI/status/1190454316642865152?s=20
/wp:core-embed/twitter

ଏବେ ଦିଲ୍ଲୀରେ କେତକ ଇଣ୍ଡଷ୍ଟ୍ରୀକୁ ବନ୍ଦ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.