Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

କାଶ୍ମୀରରେ ଭାରତର ସମରସଜ୍ୟା : ଭୟରେ ଜାତିସଙ୍ଘର ହସ୍ତକ୍ଷେପ ଲୋଡ଼ିଲେ ଇମରାନ ଖାନ୍

5/08/2019 at 9:35 AM

ଶ୍ରୀନଗର ୫/୮: କାଶ୍ମୀରରେ ଭାରତୀୟ ସମରସଯ୍ୟା ବାହିନୀକୁ ଦେଖି ପାକିସ୍ତାନ ସୀମାରେ ମଧ୍ୟ ଉତ୍ତେଜନାପୁର୍ଣ୍ଣ ବାତାବରଣ ସୃଷ୍ଟି ହୋଇଛି। ପାକିସ୍ତାନୀ ସେନା ମଧ୍ୟ କାଶ୍ମୀରର ସବୁପ୍ରକାର କାର୍ଯ୍ୟକଳାପ ଉପରେ ନଜର ରଖିଛି। ପାକିସ୍ତାନ ଅଭିଯୋଗ କରିଛି ଯେ ଭାରତୀୟ ସେନା ଭାରତୀୟ ସେନା କ୍ଲଷ୍ଟର ବୋମାରେ ଆକ୍ରମଣ କରିଛି।

ଦୁଇ ଦେଶ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ପରେ ଏବେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ଟ୍ବିଟ କରିଛନ୍ତି,‘ଏଲଓସି ସେପଟେ ଭାରତ କରିଥିବା ଆକ୍ରମଣକୁ ସେ ନିନ୍ଦା କରିଛନ୍ତି। ଭାରତ କ୍ଲଷ୍ଟର ବୋମାର ବ୍ୟବହାର କରି ୧୯୮୩ ମସିହାରେ କନଭେନସନ୍ ଅନ୍ ସର୍ଟନ କନଭେନ୍ସନାଲ ଓ୍ବିପନସ୍ ଚୁକ୍ତିର ଉଲ୍ଲଙ୍ଘନ କରିଛି। ସେ ଜାତିସଙ୍ଘ ସୁରକ୍ଷା ପରିଷଦକୁ ଅପିଲ କରିଛନ୍ତି ଯେ ସେ ଆନ୍ତର୍ଜାତୀୟ ବିପଦ ଏବଂ ଦେଶରେ ଶାନ୍ତି ପ୍ରତି ଧ୍ୟାନ ଦିଅନ୍ତୁ’।

   Related Posts