Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ଏସ୍‌ବିଆଇରେ ଏଫଡି କରିଥିବା ଗ୍ରାହକଙ୍କ ପାଇଁ ବଡ ଖବର, ଏହି ଫର୍ମ ଜମା ନକରିଲେ, କମ ହେବ ଲାଭାଶଂ

25/08/2019 at 2:57 PM

ଦେଶର ସବୁଠୁ ବଡ ସରକାରୀ ବ୍ୟାଙ୍କ(State Bank Of India)ରେ ଏଫ୍‌ଡି ତଥା ଫିକ୍ସ ଡିପଜିଟ୍‌ କରାଇଥିବା ଗ୍ରାହକଙ୍କ ପାଇଁ ଏକ ବିଶେଷ ସୂଚାନ। ଏଫପଡି କରିଥିବା ଗ୍ରାହକଙ୍କୁ ଫର୍ମ 15G/H ଜମା କରିବାକୁ ହେବ।କାରଣ ଏହି ଫର୍ମ ଜମା ନକରିଲେ ଏଫ୍‌ଡିରେ କ୍ଷତି ହେବ। ଏଫଡିରେ ମିଳୁଥିବା ଲାଭରୁ ବ୍ୟାଙ୍କ ଟିଡିଏସ୍‌ ଅର୍ଥାତ ଟ୍ୟାକ୍ସ କାଟିଥାଏ।ଏହା ସେତେବେଳେ କଟେ ଯେତେବେଳେ ବର୍ଷକୁ ସେଭିଙ୍ଗିସ୍‌ ଆକାଉଣ୍ଟରେ ୫୦,୦୦୦ରୁ ଅଧିକ ଟଙ୍କା ଥାଏ।ଏହି ସମସ୍ୟାରୁ ମୁକ୍ତ ହେବା ପାଇଁ ଓ ଟଙ୍କା ନକଟିବା ପାଇଁ ଏସବିଆଇ ନିଜ ଗ୍ରାହକଙ୍କ ପାଇଁ ଏହି ସୁବିଧା କରିଛି। ଘରେ ବସି 15G/Hର ଫର୍ମ ଭରି ଜମା କରିଲେ ଆକାଉଣ୍ଟରୁ ଟଙ୍କା କଟିବ ନାହିଁ।

ପ୍ରତ୍ୟେକ ଆର୍ଥିକ ବର୍ଷରେ ବ୍ୟାଙ୍କ ପକ୍ଷରୁ ଏକ ଧାର୍ଯ୍ୟ ସୀମା ପର୍ଯ୍ୟନ୍ତ ସୁଧ ପ୍ରଦାନ କରାଯାଇଥାଏ । ଏହାଠାରୁ ଅଧିକ ସୁଧ ହେଲେ ବ୍ୟାଙ୍କ ସେଥିରୁ ଟିଡିଏସ୍‌ କାଟିଥାଏ । ପୂର୍ବ ଆର୍ଥିକ ବର୍ଷ ବା ୨୦୧୮-୧୯ ପାଇଁ ଏହା ୧୦ ହଜାର ଟଙ୍କା ଥିଲା । ବରିଷ୍ଠ ନାଗରିକଙ୍କ ପାଇଁ ଏହି ସୀମା ୫୦ ହଜାର ଟଙ୍କା ରହିଥିଲା । ଚଳିତ ଆର୍ଥିକ ବର୍ଷ ୨୦୧୯-୨୦ରେ ଏହାକୁ ବୃଦ୍ଧି କରାଯାଇ ସାଧାରଣ ଉପଭୋକ୍ତାଙ୍କ ପାଇଁ ୪୦ ହଜାରଟଙ୍କା ଓ ବରିଷ୍ଠ ନାଗରିକଙ୍କ ପାଇଁ ୫୦ ହଜାର ଟଙ୍କାକରାଯାଇଛି ।ଏହି ଫର୍ମ ଜମା କଲେ ଗ୍ରାହକ ସୁନିଶ୍ଟିତ ରହିପାରିବେ ଯେ, ଆକାଉଣ୍ଟରୁ କୌଣସି ଟଙ୍କା କଟିବ ନାହିଁ। ହେଲେ ସବର୍ପ୍ରଥମେ ଗ୍ରାହକ ଏହି ଫର୍ମ ପୂରଣ କରିବା ପାଇଁ ଯୋଗ୍ୟ ଅଛନ୍ତି କି ନାହିଁ ତାହା ଜାଣିବା ଜରୁରୀ।


   Related Posts