Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ସଢିଯାଇଥିବା କଦଳୀ

9/05/2021 at 8:39 AM

ନୂଆଦିଲ୍ଲୀ ୦୯/୦୫: ପ୍ରାୟତଃ ଯେତେବେଳେ ଆପଣ ବଜାରରୁ କଦଳୀ ଆଣନ୍ତି, ତାହା ଦିନେ କିମ୍ବା ଦୁଇ ଦିନ ରହିଲା ପରେ ସଢି ଯାଇଥାଏ । ତାହା ଉପରେ କଳା ଦାଗ ଦେଖାଦେଇଥାଏ । ତେଣୁ ତାହାକୁ ଆମେ ଖରାପ ଭାବି ଫିଙ୍ଗିଦେଇଥାଉ, କିନ୍ତୁ ଆପଣ ଜାଣନ୍ତି କି ଯାହାକୁ ଆପଣ ପ୍ରକୃତରେ ଖରାପ ଭାବନ୍ତି ତାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଜାଣନ୍ତୁ କିପରି…

-ସଢିଯାଇଥିବା କଦଳୀ ଖାଇବା ଏହାର ଗୁଣର ପରିମାଣ ସାଧାରଣ ଅପେକ୍ଷା ଅନେକ ଗୁଣ ବଢାଇଥାଏ । କେବଳ ଏତିକି ନୁହେଁ, ସଢିଯାଇଥିବା କଦଳୀ ଖାଇବା ଦ୍ୱାରା କ୍ୟାନ୍ସର ରୋଗର ଆଶଙ୍କା କମ୍ ରହିଥାଏ ।

-ଯଦି ଆପଣଙ୍କର ଉଚ୍ଚ ରକ୍ତଚାପର ସମସ୍ୟା ଅଛି, ତେବେ ଆପଣ ମଧ୍ୟ ସଢିଯାଇଥିବା କଦଳୀ ଖାଇବା ଉଚିତ୍ ।

-ସଢିଯାଇଥିବା କଦଳୀରେ ମିଳୁଥିବା ଉପାଦାନଗୁଡ଼ିକ ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଯେଉଁଥିପାଇଁ ଆପଣଙ୍କୁ ଅନେକ ରୋଗରୁ ରକ୍ଷା ମିଳିଥାଏ ।

-ଆହୁରି ମଧ୍ୟ ସଢିଯାଇଥିବା କଦଳୀ ଖାଇବା ଆପଣଙ୍କ ଆମ୍ନେସିଆକୁ ବହୁ ପରିମାଣରେ ଭଲ କରିଥାଏ । ଏଥିସହିତ ଏହା ଆପଣଙ୍କ ସ୍ମୃତି ଶକ୍ତିକୁ ତୀକ୍ଷ୍ଣ କରିବାରେ ସହାୟକ ହୋଇଥାଏ ।

   Related Posts